Browsing Category
ରାଜ୍ୟ
ବାଲିଯାତ୍ରା : ଆନ୍ତର୍ଜାତିକ ସ୍ତରରେ ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରାର ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର, ଆନ୍ତର୍ଜାତିକ ସ୍ତରରେ ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରାକୁ ସମ୍ମାନ ଜଣାଇ ଓଡ଼ିଆ ଜାତିକୁ ପ୍ରଶଂସିତ କରିଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶା ତରଫରୁ କୃତଜ୍ଞତା ଜ୍ଞାପନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଅତୀତରେ ଆମର ସାଧବ ପୁଅମାନେ ଗଭୀର!-->…
Read More...
Read More...
ମାଟି କଳସ ତିଆରି କଲେ ସାଂସଦ ଅପରାଜିତା
ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ, ରାଷ୍ଟ୍ରୀୟ ପ୍ରବକ୍ତା ଏବଂ ଆନ୍ତର୍ଜାତୀୟ IPU କାର୍ଯ୍ୟବାହୀ ସଦସ୍ୟ ଅପରାଜିତା ଷଡ଼ଙ୍ଗୀ ମହୋଦୟା ଆଜି ଜୟଦେବ ନିର୍ବାଚନ ମଣ୍ଡଳୀ ଜନ ସମ୍ପର୍କ ସମୟରେ କୁମ୍ଭାର ପରିବାର ସହ ମାଟି କଳସ ତିଆରି କଲେ l
ଏହି ଅବସରରେ ଆବାହମାନ କାଳରୁ ଚାଲି ଆସିଥିବା!-->!-->!-->!-->!-->…
Read More...
Read More...
ମନ ତୋହର ନିଜ ଗୁରୁ
ସୁଷମା ପରିଜା
ପ୍ରତ୍ୟେକ କାମ କରିବା ପାଇଁ ଯୁକ୍ତିଯୁକ୍ତ କାମଟିଏ ଖୋଜନ୍ତୁ ନାହିଁ । ଏମିତି କାମଟିଏ କରନ୍ତୁ ଯେଉଁଥିରେ ଆପଣଙ୍କୁ ମାନସିକ ଖୁସି ମିଳୁଥିବ କିମ୍ବା ସେଇ କାମ ପ୍ରତି ଆପଣଙ୍କର ଆଗ୍ରହ ଥିବ ନତୁବା ସେହି କାମଟି ଆପଣଙ୍କୁ କୌତୁକିଆ ଲାଗୁଥିବ ଅଥବା ସେହି କାମଟି କରି ଆପଣଙ୍କୁ!-->!-->!-->…
Read More...
Read More...
ଆଈଙ୍କ ପାନଡ଼ାଲା
ରଜତ ରଶ୍ମି ସ୍ୱାଇଁ
ଆଈଙ୍କ କଥା ମନକୁ ଆସିଲେ ଆଖି ଆଗରେ ଭାସି ଉଠିବ, ଗୋରା ମଧ୍ୟମ ସ୍ୱାସ୍ଥ୍ୟ,ଚଷମା ବିଶିଷ୍ଟ ହସ ହସ ମୁହଁଟିଏ । ଆଈ କାହିଁକି ଅନ୍ୟମାନଙ୍କ ଠାରୁ ମତେ ଅଧିକ ଭଲପାଉଥିଲେ କହିପାରିବି ନାହିଁ । ବୋଧେ ମୁଁ ପୁରାଣ, ଧର୍ମ ବିଷୟରେ ଆଈଙ୍କ ସହ ଆଲୋଚନା କରୁଥିବାରୁ । ଆଈ ଥିଲେ!-->!-->!-->…
Read More...
Read More...
ପ୍ରଜାପତି, କୂଅ, ସାର୍ ଓ ଅନ୍ୟମାନେ
ରଜତ ରଶ୍ମି ସ୍ୱାଇଁ
ଧାନ ବେଙ୍ଗେଳା ପଡ଼ି ସାରିଲା ପରେ ପବନର ଅନୁକୂଳ ଦିଗରେ ଧାନକୁ ଉଡ଼ାଇ ଧାନରୁ କୁଟାକାଠି ଅଲଗା କରିବାକୁ ଧାନ ଉଡ଼ା କୁହାଯାଏ । ସେଦିନ ଆମର ଧାନ ଉଡ଼ା ହେଉଥାଏ । କୂଅ ଉପରେ କୁଟା କାଠି ପଡ଼ିବାର ସମ୍ଭାବନା ଥିବାରୁ ଗୋଟିଏ ହେଁସ (ମଶିଣା) ଘୋଡ଼ା ହୋଇଥାଏ ।!-->!-->!-->!-->!-->…
Read More...
Read More...
ଓଡ଼ିଶାର ବିକଳ୍ପ ନେତୃତ୍ୱ : ଅପରାଜିତା
ରିପୋର୍ଟ: ରଜତ ରଶ୍ମି ସ୍ୱାଇଁ
ଭୁବନେଶ୍ୱର : ହଠାତ୍ ରାଜ୍ୟ ବିଜେପି ରାଜନୀତିକୁ ଚଳଚଞ୍ଚଳ କରିବାକୁ ଚେଷ୍ଟା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ବିମାନ ବନ୍ଦରରେ ନିଜର ବହୁ ସମର୍ଥକଙ୍କୁ ଏକାଠି କରି ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ଅପରାଜିତା ବୋଲି!-->!-->!-->…
Read More...
Read More...
କାରବୀୟ କ୍ରିକେଟ: ଏକ ଶ୍ରଦ୍ଧାଞ୍ଜଳି!!
ଗୌତମବୁଦ୍ଧ ଦାସ
ଦୁଇ ଦୁଇ ଥର ଏକ ଦିବସୀୟ ବିଶ୍ଵକପ ଏବଂ ଦୁଇ ଦୁଇ ଥର
ଟି-୨୦ ବିଶ୍ଵକପ ଚାମ୍ପିଅନ ୱେଷ୍ଟଇଣ୍ଡିଜ ପାଇଁ ଆଜି ଅତ୍ୟନ୍ତ ଦୁଃଖର ଦିନ। କାରଣ ଚଳିତ ଟି-୨୦ ବିଶ୍ଵକପ ଯୋଗ୍ୟତା ପର୍ଯ୍ୟାୟରେ ଆୟର୍ଲାଣ୍ଡଠାରୁ ହାରି ବିଦା ହୋଇଗଲା ୱେଷ୍ଟଇଣ୍ଡିଜ। ସତେ ଯେମିତି କ୍ରିକେଟ ଜଗତର ଏକ!-->!-->!-->…
Read More...
Read More...
ରୂପା ଗାଁର ସୁନା କନିଆଁ
ରଜତ ରଶ୍ମି ସ୍ୱାଇଁ
ସର୍କସ ଦେଖିବାକୁ କାହାକୁ ଭଲ ନଲାଗେ । ସେଥର ‘ଫେମସ୍ ସର୍କସ’ ପଡ଼ିଥାଏ ରାହାମା କଲେଜ ପଡ଼ିଆରେ, ମକର ଯାତ୍ରା ବେଳ । ରାହାମାରେ ମକର ଯାତ୍ରା ଓଡ଼ିଶାରେ ପ୍ରସିଦ୍ଧ ମକର ମେଳଣଗୁଡ଼ିକ ମଧ୍ୟରୁ ଅନ୍ୟତମ ପ୍ରସିଦ୍ଧ ମକର ମେଳା । ଧାନକଟା ଛୁଟିରେ ଆମେ ସବୁ ମାମୁ ଘରକୁ!-->!-->!-->…
Read More...
Read More...
ମୁକ୍ତ ଚିନ୍ତନ
ସୁଷମା ପରିଜା
ପ୍ରଖ୍ଯାତ ଦାର୍ଶନିକ କାରେନ୍ କହିଥିଲେ “ ସେତେବେଳେ ତୁମେ ଆଉ ଅଲଗା କ’ଣ କରି ପାରିଥାଆନ୍ତ ,ସେକଥା ଭାବି ବୃଥା ସମୟ ନଷ୍ଟ କର ନାହିଁ, ବରଂ ଆଗକୁ ଚାହିଁ ତୁମେ ଆଉ କ’ଣ କରିପାରିବ , ସେକଥା ଚିନ୍ତା କର” ।
ଆମ ନିଜ ଚିନ୍ତିତ ଧାରାରେ କାମ କରିବା ଅପେକ୍ଷା ଆମେ ସବୁବେଳେ!-->!-->!-->…
Read More...
Read More...
‘ବିବିଧତା ହିଁ ଭାରତୀୟ ସାହିତ୍ୟ ଓ ସଂସ୍କୃତିର ସୌନ୍ଦର୍ଯ୍ୟ’- ପଦ୍ମଭୂଷଣ ଚନ୍ଦ୍ରଶେଖର କମ୍ବର
ବେଙ୍ଗାଲୁରୁରେ ଓଡ଼ିଶା ଉତ୍ସବ
ବେଙ୍ଗାଲୁରୁ, ୧୪ା୧୦: ବିବିଧତା ହିଁ ଭାରତୀୟ ସାହିତ୍ୟ ଓ ସଂସ୍କୃତିର ସୌନ୍ଦର୍ଯ୍ୟ ବୋଲି ଜ୍ଞାନପୀଠ ପୁରସ୍କାର ବିଜେତା, କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ପ୍ରଖ୍ୟାତ କନ୍ନଡ଼ ସାହିତ୍ୟିକ ପଦ୍ମଭୂଷଣ ଡଃ. ଚନ୍ଦ୍ରଶେଖର କମ୍ବର ମତବ୍ୟକ୍ତ କରିଛନ୍ତି ।!-->!-->!-->…
Read More...
Read More...