ପାରାଦୀପରେ ବିଧାୟକଙ୍କୁ କୋଣଠେସା : ଜୀବନ ବିନ୍ଦୁ ବ୍ୟାନରରେ ବିଧାୟକଙ୍କ ଫଟୋ ନାହିଁ

ପାରାଦୀପ ରାଜନୀତି ଚଳଚଞ୍ଚଳ ପାରାଦୀପ( ଦୀପ୍ତି ରଞ୍ଜନ ଦାସ ) : ପାରାଦୀପ ରାଜନୀତି ରେ ବିରଳ । ଆସନ୍ତା 14 ତାରିଖରେ ହେବାକୁ ଥିବା ଜୀବନ ବିନ୍ଦୁ ରକ୍ତଦାନ ବ୍ୟାନର ରେ ବିଧାୟକ ସମ୍ବିତ ରାଉତରାୟଙ୍କ ଫଟୋ ନ ଥିବାରୁ ପାରାଦ୍ଵୀପ ରାଜନୀତି ଚଳ ଚଞ୍ଚଳ। ଗତ ଦୁଇ ଦିନ ତଳେ ତିର୍ତ୍ତୋଲରେ
Read More...

ଓଡିଶା ମୋ ପରିବାର, ଜୀବନ ବିନ୍ଦୁ” ରକ୍ତଦାନ ଶିବିର

ଭୁବନେଶ୍ୱର : ଆଜି "ଓଡିଶା ମୋ ପରିବାର, ଜୀବନ ବିନ୍ଦୁ" ତରଫରୁ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ଭୁବନେଶ୍ୱର ଉତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭରତପୁର ଠାରେ ଉଦଘାଟନ ହୋଇଛି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ଓଡ଼ିଶା ମୋ ପରିବାର ,ଜୀବନ ବିନ୍ଦୁର ଆବାହକ ଅରୂପ
Read More...

ବିପଦମୁକ୍ତ ହେଲା ୱାର୍ଡ ନଂ ୩୯ରେ ଥିବା ସମସ୍ତ ବିଦ୍ୟୁତ ଟ୍ରାନ୍ସଫରମର

ଭୁବନେଶ୍ୱର : ନୟାପଲ୍ଲୀ ୱାର୍ଡ ନଂ ୩୯ ଅଧିନରେ ଥିବା ନୂଆସାହି, ବାଲିତୋଟା ସାହି ଓ ଶାସ୍ତ୍ରୀ ନଗରରେ ପ୍ରାୟ ୧୨ରୁ ୧୫ଟି ବିଦ୍ୟୁତ ଟ୍ରାନସଫରମର ଚାରିପାଖେ ପାଚେରୀ କିମ୍ବା ଗେଟ ଲାଗିନଥିଲା । ତାଭିତରେ ଏତେ ମାତ୍ରାରେ ଗଛ ଓ ଘାସ ହେଉଥିଲା ଯାହା ଫଳରେ ଗାଈଗୋରୁମାନେ ଘାସ ଖାଇବା ଆଶାରେ
Read More...

ବିଶିଷ୍ଠ ସ୍ବାଧୀନତା ସଂଗ୍ରାମୀ ବିଶ୍ବନାଥ ଦାସଙ୍କୁ ରାଷ୍ଟ୍ରପତି ପୁରସ୍କାର

ଜଗତସିଂହପୁର : ଜଗତସିଂହପୁର ବାଲିକୁଦା ବ୍ଲକ ସିନ୍ଧୋଳ ଗାଁରେ ରହୁଛନ୍ତି ବିଶିଷ୍ଠ ସ୍ବାଧୀନତା ସଂଗ୍ରାମୀ ବିଶ୍ବନାଥ ଦାସ | ଆଜି ତାଙ୍କୁ ମିଳିଛି ରାଷ୍ଟ୍ରପତି ପୁରସ୍କାର । କୋରୋନା ଯୋଗୁଁ ଦିଲ୍ଲୀ ପରିବର୍ତ୍ତେ ନିଜ ଗାଁରେ ରାଷ୍ଟ୍ରପତିଙ୍କ ତରଫରୁ ଜଗତସିଂହପୁର ଜିଲ୍ଲାପାଳ ତାଙ୍କୁ
Read More...

ପ୍ରକାଶ ତ୍ରିପାଠୀ ହେଲେ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ଓଡ଼ିଶା ମୋ ପରିବାର – ଜୀବନ ବିନ୍ଦୁ ସଂଯୋଜକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ “ଓଡ଼ିଶା ମୋ ପରିବାର- ଜୀବନ ବିନ୍ଦୁ” କାର୍ଯ୍ୟକ୍ରମର ଭୁବନେଶ୍ଵର ଉତ୍ତର ନିର୍ବାଚନ ମଣ୍ଡଳୀର ସଂଯୋଜକ ଭାବରେ ବାଣୀବିହାର ବିଶ୍ଵବିଦ୍ୟାଳୟର ପୂର୍ବତନ ସଭାପତି ତଥା ଯୁବ ବିଜେଡି ନେତା ଡଃ ପ୍ରକାଶ ତ୍ରିପାଠୀଙ୍କୁ ମନୋନୀତ
Read More...

ଏୟାର ଇଣ୍ଡିଆ ବିମାନ ଦୁଇ ଖଣ୍ଡ : ୧୯ ମୃତ, ୧୨୩ ଆହତ

ନୂଆଦିଲ୍ଲୀ : ଶୁକ୍ରବାର ସନ୍ଧ୍ୟାରେ ଅବତରଣର ମାତ୍ର କିଛି ମିନିଟ୍ ପୂର୍ବରୁ ଏୟାର ଇଣ୍ଡିଆର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାରେ ୧୨୩ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ‘ବନ୍ଦେ ଭାରତ ମିଶନ’ ଜରିଆରେ ୧୯୧
Read More...

କରୋନାରୁ ସୁସ୍ଥ ହେଲେ ଯୁବ ସମାଜସେବୀ ମିଲନ୍ ପାଇକରାୟ

ଭୁବନେଶ୍ୱର : ସାରା ବିଶ୍ୱ ଏବେ କରୋନା ପାଇଁ ସ୍ତବ୍ଧ ହୋଇଯାଇଛି । ଏହି କରୋନା ମହାମାରୀରେ ଅନେକ ଲୋକ ମୃତୁ୍ୟ ହେବା ସହ ଅନେକ ଲୋକ ସୁସ୍ଥ ହୋଇ ଘରକୁ ଫେରିଲେଣି । ସେହିପରି ଭାବେ ସାରା ଭୁବନେଶ୍ୱରର ବହୁ ପରିଚିତ ଯୁବ ସମାଜ ସେବୀ ମିଲନ୍ ପାଇକରାୟ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି
Read More...

ରାମ ହେଉଛନ୍ତି ଆମ ସଂସ୍କୃତିର ଆଧାର: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଭୁ ରାମଙ୍କ ସତ୍ତା ବିଲୋପ ପାଇଁ ବହୁ ଉଦ୍ୟମ ହେବା ସତ୍ତ୍ବେ ସେ ଆମ ହୃଦୟରେ ବିରାଜମାନ କରିଛନ୍ତି। ସେ ଆମ ସଂସ୍କୃତିର ଆଧାର ବୋଲି ଆଜି ରାମ ଜନ୍ମଭୂମି ଭୂମି ପୂଜନ ଅନୁଷ୍ଠାନ ଶେଷ କରିବା ପରେ ବକ୍ତବ୍ୟ ପ୍ରଦାନ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଭୂମି
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ନିବେଦନ

ଭୁବନେଶ୍ୱର : ମାନବ ଜାତି ତାର ଇତିହାସର ସବୁଠାରୁ କଷ୍ଟକର ପରିସ୍ଥିତି ମଧ୍ୟ ଦେଇ ବର୍ତ୍ତମାନ ଗତି କରୁଛି। କୋଭିଡ ମହାମାରୀ ଆଜି ସାରା ମାନବ ଜାତି ପାଇଁ ଏକ ଅଭୁତପୂର୍ବ ଆହ୍ବାନ ସୃଷ୍ଟି କରିଛି ଏବଂ ପ୍ରତ୍ୟେକ ଦେଶ ଅତ୍ୟନ୍ତ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଛି । ଭାରତ ମଧ୍ୟ କୋଭିଡ
Read More...