ଜଗତସିଂପୁର ଜିଲ୍ଲା ପାଇଁ ଗର୍ବ : ଅନୁପଙ୍କୁ ୟୁପିଏସସିରେ ୧୨୦ ତମ ସ୍ଥାନ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ପାଇଁ ଗର୍ବ ଓ ଗୌରବ ପାଲଟିଛନ୍ତି ଅନୁପ ଦାସ। ୟୁପିଏସସି ୨୦୧୯ ପରିକ୍ଷା ରେ ୧୨୦ ତମ ସ୍ଥାନ ରେ ଉତିନ୍ନ ହୋଇଛନ୍ତି। ଆଜି ୟୁପିଏସସି (UPSC) ଦ୍ବାରା ସିଭିଲ ସିର୍ଭିସ ଇକ୍ଜାମ ୨୦୧୯ ଫାଇନାଲ ରେଜଲ୍ଟ ପ୍ରକାଶ ପାଇବା ପରେ ସର୍ବ ଭାରତୀୟ ସ୍ତର ରେ ୮୨୯ ଜଣ
Read More...

ଆଧୁନିକ ପରିଧାନରେ ସମ୍ବଲପୁରୀର ଚାହିଦା

ଲିପ୍ ସା ପଟେଲ ଓଡ଼ିଶାର କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଉତ୍କର୍ଷତା ପାଇଁ ହିଁ ଓଡ଼ିଶାର ଅନ୍ଯ ନାମ ଉତ୍କଳ। ଯଦି ହସ୍ତଶିଳ୍ପ କଳାର ଆଲୋଚନା କରାଯାଏ ତେବେ ଓଡିଶାର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପ୍ରକାରର ବୟନଶିଳ୍ପ ଦେଖିବାକୁ ମିଳେ।କିଛି ଉଲ୍ଲେଖଯୋଗ୍ୟ ବୟନଶିଳ୍ପ ମଧ୍ୟରେ
Read More...

ସଞ୍ଚିତ ଅର୍ଥରେ ଜିଲ୍ଲାପାଳଙ୍କୁ ନୋମିନି କଲେ ଆଇନୀଜୀବୀ ବାସୁଦେବ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ସିପି ଗ୍ରାମର ଆଇନଜୀବୀ ବାସୁଦେବ । ନିଜର ୨ ପୁଅ ଥିବା ସତ୍ତ୍ୱେ ନିଜ ନାମରେ ତଥା ପତ୍ନୀଙ୍କ ନାମରେ ଥିବା ୧୪ ଲକ୍ଷ ଟଙ୍କା ଜମାରାଶିର ନୋମିନି ଭାବେ ସେ ଜଗତସିଂହପୁର ଜିଲ୍ଲାପାଳଙ୍କୁ ରଖି ଅନନ୍ୟ ଉଦାହାରଣ ସୃଷ୍ଟି କରିଛନ୍ତି। ସମାଜରୁ କେବଳ ନେବା
Read More...

ପ୍ରବାସୀ ଓଡ଼ିଆଙ୍କ ପାଇଁ ବିଜେଡି ସାଂସଦ ଅମରଙ୍କ ବଡ଼ ନିଷ୍ପତ୍ତି

ଆମ ଲୋକ ଆମର,ପ୍ରବାସୀ ଓଡ଼ିଆଙ୍କ ସାହସ ଅମର ଭୁବନେଶ୍ବର : ଚଳିତ ବର୍ଷ କରୋନା ମହାମାରୀ ଉଭୟ ଜୀବନ ଓ ଜୀବିକା ପାଇଁ ବିପର୍ଯ୍ୟୟ ଟାଣି ଆଣିଛି। ଶିକ୍ଷିତ ବେକାର ଚାକିରି ପାଉ ନାହାନ୍ତି। ଏହାଠାରୁ ଆହୁରି ଜଟିଳ କଥା ହେଲା ଯେଉଁମାନେ ରୋଜଗାର କରୁଥିଲେ,ଚାକିରି କରୁଥିଲେ ‌ସେମାନେ
Read More...

ତିର୍ତ୍ତୋଲ ଉପନିର୍ବାଚନ : ବିଜୟ ଶଙ୍କରଙ୍କୁ ସମର୍ଥନ ଦେବେକି ସାଂସଦ ରାଜଶ୍ରୀ !

(ନୂଆ ଆଶାୟୀଙ୍କ ପ୍ରତି କଣ୍ଟା ହେଇପାରନ୍ତି ରାଜଶ୍ରୀ) ତିର୍ତ୍ତୋଲ (ସାମନ୍ତରାୟ ମନୋରଞ୍ଜନ ଦାସ) : ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ତିର୍ତ୍ତୋଲ ର ପାଣିପାଗ ସରଗରମ ହେଉଛି । ସବୁ ଦଳ ଏହି ନିର୍ବାଚନ ମଣ୍ଡଳୀ କୁ ସମ୍ମାନ ପାଇଁ ଆଖି ପକାଇଥିବା ବେଳେ । ବିଜେଡ଼ି ର ବିଜୟ
Read More...

ଅଭିନେତ୍ରୀ ଦୀପା ସାହୁଙ୍କ ପରଲୋକ

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏ ବର୍ଷର ପୁଣି ଏକ ଦୁଃଖଦ ଖବର l ଜଣାଶୁଣା ଆଲବମ୍ ତଥା ଫିଲ୍ମ ଅଭିନେତ୍ରୀ ଦୀପାସାହୁ ଙ୍କ ପରଲୋକ l ସେ କର୍କଟ ରୋଗରେ ପୀଡିତ ଥିଲେ ସେ ଏକ ସମୟରେ ମେଡ୍ଇନଓଡ଼ିଶା, ତାରକୃଷ୍ଣଚୂଡ଼ାରଙ୍ଗରନାଲିଓଢଣୀ, ମିଛେଇଝିଅ, ହାଏହାଏତୋମଲ୍ଲୀଫୁଲଗଜରା,
Read More...

ତିର୍ତ୍ତୋଲ ଉପନିର୍ବାଚନ ପାଇଁ କସରତ୍ ଆରମ୍ଭ

( ସ୍ନେହଞ୍ଜଳି ଓ ମନ୍ଦାକିନୀ ଉପରେ ଗୁରୁ ଦାୟିତ୍ଵ ଦେଇପାରନ୍ତି ସୁପ୍ରିମୋ) ତିର୍ତ୍ତୋଲ(ସାମନ୍ତରାୟ ମନୋରଞ୍ଜନ ଦାସ) : ତିର୍ତ୍ତୋଲ ଆସନକୁ ନେଇ ଚାଲିଛି ତିନି ଦଳ ଭିତରେ ଅଙ୍କକଷା। ସମ୍ମାନ ଓ ପତିଆରା ଲଢ଼େଇ ହୋଇଥିବାରୁ ବିଜେଡି, ବିଜେପି ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରିବେ
Read More...

ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷତ୍ର ଦିବସ: ବୀଣାପାଣି ମହାନ୍ତିଙ୍କୁ ଅତିବଡୀ ପୁରସ୍କାର ପ୍ରଦାନ

ଭୁବନେଶ୍ୱର, ୨୫ ।୭ : ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷେତ୍ର ଦିବସ ତା ୨୫.୭.୨୦୨୦ରିଖ ଦିନ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର-୨୦୧୯ ମସିହା ନିମନ୍ତେ ପ୍ରଥିତଯଶା କଥାକାର, ଔପନ୍ୟାସିକା ବୀଣାପାଣି ମହାନ୍ତିଙ୍କୁ ଶ୍ରୀ
Read More...

ସଲାମ ସାମ୍ବାଦିକ

ବ୍ରହ୍ମପୁର : ସାମ୍ବାଦିକତା କେବଳ ବୃତ୍ତି ନୁହେଁ, ଏକ ସାଧନା । ଏହି ବୃତ୍ତିର ପବିତ୍ରତାର ଆଧାର ହେଉଛି ନିଚ୍ଛକ ମାନବିକତା । ଯାହାକୁ ପ୍ରମାଣିତ କରିଛନ୍ତି ଗଞ୍ଜାମ ଜିଲ୍ଲାର ୪ ସାମ୍ବାଦିକ ମେଘନାଦ ଦାସ, ଶଙ୍କର ପ୍ରସାଦ ପ୍ରଧାନ, ବାଲାଜୀ ପ୍ରଧାନ ଓ ଅଜିତ ପଣ୍ଡା । କରୋନା ଆଶଙ୍କାରେ
Read More...

ଅକ୍ଟୋବର ହେବ ଉପନିର୍ବାଚନ !

ଓଡ଼ିଶା ରେ ବିଜେଡ଼ି - ବିଜେପି ଦଳର ରଣନୀତି ପ୍ରସ୍ତୁତ ନୂଆଦିଲ୍ଲୀ : କରୋନା ପରିସ୍ଥିତି ଭିତରେ ଆସନ୍ତା ଅକ୍ଟୋବର ମାସରେ ହେବ ୮ଟି ରାଜ୍ୟର ୪୫ଟି ବିଧାନସଭା କ୍ଷେତ୍ରରେ ଉପନିବର୍ବାଚନ। ଏ ମଧ୍ୟରେ ଓଡ଼ିଶାର ଦୁଇଟି ନିର୍ବାଚନମଣ୍ଡଳୀ ରହିଛି। ଦେଶର ନିର୍ବାଚନ ଆୟୋଗ ଏନେଇ
Read More...