ତିର୍ତ୍ତୋଲ ପାଇଁ ଅଣ୍ଟା ଭିଡ଼ିଲେ ବିଷ୍ଣୁ : କରୋନା ପାଇଁ ଲୋକସେବା ଭବନରେ ଡେରା ପକାଇଲେ ବିଧାୟକ

ତିର୍ତ୍ତୋଲ (ସାମନ୍ତରାୟ ମନୋରଞ୍ଜନ ଦାସ): ସୁରତ ସମତେ ଭାରତର ଅନ୍ୟ ରାଜ୍ୟରେ ଫେରିଥିବା ଜଗତସିଂହପୁର ଜିଲ୍ଲାର ପ୍ରବାସୀ ଓଡ଼ିଆ କିଭଳି ସୁରକ୍ଷିତ ଭାବେ ରହିବେ ସେନେଇ ପୂର୍ବତନ ମନ୍ତ୍ରୀ,ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବର୍ତ୍ତମାନ ର ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ରାଜ୍ୟ
Read More...

ପରୀକ୍ଷା

ଅରୁନ୍ଧତୀ ସେନାପତି ବନ୍ୟା ଯେତେବେଳେ ଆସେ ତା' ସହ ପଟୁ ମାଟି ମଧ୍ୟ ଛାଡିଯାଏ କାହାର କେତେ କ'ଣ ସିନା ଭସେଇ ନିଏ ହେଲେ ମାଟି ମା'କୁ ଶସ୍ଯ ଶ୍ୟାମଳା କରାଏ। ଜୀବନରେ ପରୀକ୍ଷା ଆସେ ଯେତେବେଳେ ନୂଆ କିଛି ବୁଝିବାକୁ ଦିଏ ସୁଯୋଗ ନିଜକୁ ବି ଜାଣିବାକୁ ଦିଏ ମୌକା। କରୋନା
Read More...

ଶାନ୍ତିସେନା ପ୍ରଭାବ : ରକ୍ତଦାନ ଶିବିରରେ ରକ୍ତ ଦେଲେ ବିଧାୟକ ସମ୍ବିତ

ତିର୍ତ୍ତୋଲ(ସାମନ୍ତରାୟ ମନୋରଞ୍ଜନ ଦାସ ) : ମହାମାରୀ କରୋନାରେ ଯେପରି ଆମ ରାଜ୍ୟରେ ରକ୍ତର ଅଭାବ ନ ରୁହେ ସେଥିପାଇଁ ଦଳର ହାଇ କମାଣ୍ଡଙ୍କ ନିର୍ଦ୍ଦେଶକୁ ପାଳନ କରିଛନ୍ତି ପାରାଦୀପ ର ଯୁବ ବିଧାୟକ ସମ୍ବିତ ରାଉତରାୟ । ପ୍ରକାଶ ଥାଉକି କରୋନା ଓଡ଼ିଶାରେ ପାଦ ଥାପିବା କିଛି ଦିନ ନ ପୁରୁଣୁ
Read More...

ସୁକାନ୍ତଙ୍କ ବିୟୋଗରେ ଶୋକସଭା : ପରିବାରକୁ ସହାୟତା ପାଇଁ ସାମ୍ବାଦିକ ମହଲରେ ଉଦ୍ୟମ

ଭୁବନେଶ୍ୱର : ବରିଷ୍ଠ ଭିଡିଓ ଜର୍ଣ୍ଣାଲିଷ୍ଟ ସୁକାନ୍ତ ପାଣିଗ୍ରାହୀଙ୍କର ଗତ କାଲି ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ସେ କ୍ୟାନ୍ସର ରୋଗରେ ପୀଡିତ ଥିଲେ। ସୁକାନ୍ତଙ୍କ ଦେହାନ୍ତ ଖବରରେ ଓଦିଶା ମିଡ଼ିଆ ଜଗତରେ ଶୋକର ଛାୟା ଖେଳି ଯାଇଛି। ଦୀର୍ଘ ଦେଢ଼ ଦଶନ୍ଧି ଧରି ସେ ଓଡ଼ିଆ ବୈଦୁତିକ
Read More...

ଅସୁରକ୍ଷିତ ସାମ୍ବାଦିକ: ସୁକାନ୍ତଙ୍କୁ କଣ ମିଳିବ ସରକାରୀ ସହାୟତା !

ଭୁବନେଶ୍ୱର : ଇଲୋକ୍ଟ୍ରେନିକ୍ସ ମିଡିଆରେ ଭିଡ଼ିଓ ଜର୍ଣ୍ଣାଲିଷ୍ଟ ଭାବେ କାମ କରୁଥିବା ସୁକାନ୍ତ ପାଣିଗ୍ରାହୀଙ୍କର ମୃତ୍ୟୁ ଘଟିଛି l ସେ ଜଣେ ମେଳାପୀ ବ୍ୟକ୍ତି ଥିଲେ l ବିଭିନ୍ନ ସଭାସମିତିରେ ଦେଖା ହେଲେ ନିଜର ସ୍ମିତହାସ୍ୟରେ ଅନ୍ୟର ମନ ଜିଣି ନେଉଥିଲେ l ସେ ବର୍ଷକ ତଳେ ନିଜ ଚାକିରି
Read More...

ଦେଶର ୧ ହଜାରରୁ ଉର୍ଧ୍ଵ ଉଜ୍ଜଳା ଲାଭାର୍ଥୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

କରୋନା ସମୟରେ ଦେଶର ମା’ ମାନଙ୍କୁ ନୂଆ ଉର୍ଜା ଦେଇଛି ଉଜ୍ଜଳା • ଓଡିଶାର ସନ୍ତୋଷୀ ମହାରଣା ଏବଂ କେନ୍ଦ୍ରାପଡାର ସୁହାନା ବିବି ସାମିଲ ନୂଆଦିଲ୍ଲୀ/ଭୁବନେଶ୍ୱର : କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଦେଶର ଗରିବ ମା’ଭଉଣୀ ମାନଙ୍କୁ ନୂଆ ଉର୍ଜା ଦେଇଛି ବୋଲି
Read More...

ଆସୁଛି ବାତ୍ୟା ଅମ୍ପାନ : ସମୁଦ୍ର ତଟରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଖସଡ଼ା ପ୍ରସ୍ତୁତ

ରୋଷ୍ଟର ଡ୍ୟୁଟି ବନ୍ଦ,100% କର୍ମଚାରୀ କାର୍ଯ୍ୟ କରିବେବିପନ୍ନ ରହିବା ପାଇଁ “ବିଲଡିଂ ମ୍ୟାପିଂ ” କରାଯାଇଛି ଭୁବନେଶ୍ୱର :ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଓ ତାର ପାଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେଉଛି I
Read More...

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା କେବଳ କୃଷି ନୁହେଁ ଚାଷୀଙ୍କ ଆୟ ଏବଂ ଉତ୍ପାଦକୁ ନିଶ୍ଚିତ କରିଛନ୍ତି ମୋଦି…

ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନରେ ସଂଶୋଧନ ସ୍ୱାଗତଯୋଗ୍ୟ ପଦକ୍ଷେପ ଭୁବନେଶ୍ୱର: ବର୍ତମାନ କରୋନା ମହାମାରୀ ତଥା ଲକ୍ଡାଉନ ସମୟରେ ମୋଦି ସରକାର କେବଳ କୃଷି କ୍ଷେତ୍ର ନୁହେଁ ଚାଷୀଙ୍କ ଆୟ ଏବଂ ସେମାନଙ୍କ ଉପôାଦକୁ ମଧ୍ୟ ନିଶ୍ଚିତ କରିଛନ୍ତି ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର
Read More...

ଚାଲିଗଲେ ଭବାନୀ ପଟ୍ଟନାୟକ : ଗୋଟିଏ ଉତ୍ସର୍ଗୀକୃତ ପ୍ରାଣୋଚ୍ଛଳ ଜୀବନର ଅବସାନ

ଭୁବନେଶ୍ୱର : ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ଜୀବନ ଦୀପ ଆଜି ସନ୍ଧ୍ୟାରେ ଲିଭିଗଲା। 99 ବର୍ଷ ବୟସରେ ସେ ଇହଧାମ ତ୍ୟାଗ କରିଛନ୍ତି l ସମ୍ଭବତଃ ଓଡ଼ିଶାରେ ଜୀବିତ ଥିବା ସଂଗ୍ରାମୀମାନଙ୍କ ମଧ୍ୟରେ ସେ ଥିଲେ ସବୁଠାରୁ ଅଧିକ ସକ୍ରିୟ ଓ ଚଳଚଞ୍ଚଳ। ବୟସାଧିକ୍ୟ
Read More...

କରୋନାରେ ଯୋଦ୍ଧା ସାଜିଛନ୍ତି ୨ ବିଧାୟକ । ଦେଖା ନାହାନ୍ତି ସାଂସଦ, ଛପିଗଲେ ୨ ନୂଆ ବିଧାୟକ !

ତିର୍ତୋଲ (ସାମନ୍ତରାୟ ମନୋରଞ୍ଜନ ଦାସ ): ସାରା ବିଶ୍ବରେ କରୋନା ର ପ୍ରକୋପ ଚାଲିଥିବା ବେଳେ ଭାରତ ସହିତ ଆମ ରାଜ୍ୟ ଓଡ଼ିଶା ମଧ୍ୟ ସେଥିରୁ ବାଦ୍ ପଡ଼ିନାହିଁ । ଦିନକୁ ଦିନ ଏହି ଭୂତାଣୁ ଜନିତ ରୋଗ ତାର କାୟା ବିସ୍ତାର କରି ଚାଲିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟସରକାର ନିର୍ଦ୍ଦେଶ
Read More...