ଦିନକର ଦରମା ଦେଲେ ଶିଶୁ ସୁରକ୍ଷା ସମିତିର କର୍ମଚାରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକୁ ସହୃଦୟତାର ସହିତ ବିଚାର କରି ରାଜ୍ୟ ଶିଶୁ ସୁରକ୍ଷା ସମିତି ର ସମସ୍ତ ଅଧିକାରୀ ଓ କର୍ମଚାରୀ ଏବଂ ତିରିଶଟି ଜିଲ୍ଲାର ଶିଶୁ ସୁରକ୍ଷା ୟୁନିଟ ର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ମିଳିତ ଭାବେ ସେମାନଙ୍କର ଗୋଟିଏ ଦିନର ଦରମା ଏକତ୍ର
Read More...

ଚାଲିଗଲେ ରିଷି କାପୁର

ମୁମ୍ବାଇ : ବଲିଉଡ ପାଇଁ ଦୁଃଖ ପିଛା ଛାଡ଼ୁନି l ଗତକାଲି ଇରଫାନ ଖାନଙ୍କ ଦେହାନ୍ତ ହୋଇଥିଲା ବେଳେ ଆଜି ବଲିଉଡର ଭେଟେରାନ ଅଭିନେତା ରିଷି କପୁର 67 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଲୋକପ୍ରିୟ ଅଭିନେତା ରିଷି କପୁର କ୍ୟାନ୍ସରରେ ଅସୁସ୍ଥ ହୋଇ ମୁମ୍ବାଇର ଏକ ଡାକ୍ତରଖାନାରେ
Read More...

ବଲିଉଡ ଅଭିନେତା ଇରଫାନଙ୍କ ଦେହାନ୍ତ

ମୁମ୍ବାଇ : ଅଫେରା ରାଜ୍ୟକୁ ଚାଲିଗଲେ ପ୍ରିୟ କଳାକାର ଇରଫାନ ଖାନ। ସାଧାରଣ ଲୋକଙ୍କ ହୃଦୟରେ ଆସାଧରଣ ସ୍ଥାନ ତିଆରି କରିଥିବା ଏଇ ଚମତ୍କାର ବ୍ୟକ୍ତିତ୍ୱଙ୍କୁ ଆଉ ଆମେ ଦେଖିବାକୁ ପାଇବାନି। ରୋଗ ତାଙ୍କୁ ମୃତ୍ୟୁ କବଳକୁ ନେଇଯାଇଛି l ବଲିଉଡର ଲୋକପ୍ରିୟ ଅଭିନେତା ଇରଫାନ ଖାନଙ୍କର ଆଜି
Read More...

‘ରେଡ ଇ ପାଠଶାଳ’ର ରାସନ ବଣ୍ଟନ

ଭୁବନେଶ୍ୱର : ସାମାଜିକ ସଂଗଠନ 'ରେଡ ଇ ପାଠଶାଳା' ତରଫରୁ ଭୁବନେଶ୍ୱରର ଯଦୁପୁରଅଂଚଳରେ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି l 40 ପରିବାରକୁ ଚାଉଳ, ଡାଲି, ପିଆଜ ଓ ଡେଟଲ ଆଦି ବଣ୍ଟନ କରାଯାଇଛି l ସଂଗଠନର ସମ୍ପାଦିକା ସୋନାଲି ସ୍ୱାଇଁ ମହାପାତ୍ରଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ବଣ୍ଟନ
Read More...

“କରୋନା” ସଚେତନତା ବାର୍ତ୍ତା ବାଣ୍ଟିଲା ବିଜେପି କୃଷକମୋର୍ଚ୍ଚା

ଖୋର୍ଦ୍ଧା(ଅନସୂୟା ଶ୍ରୀଚନ୍ଦନ ): ଖୋର୍ଦ୍ଧାବ୍ଳକ୍ ବାଜପୁର ସାପ୍ତାହିକ ହାଟରେ ଆଜି ବିଜେପି କୃଷକମୋର୍ଚ୍ଚା ତରଫରୁ "କରୋନା" ମହାମାରୀର ମୁକାବିଲାପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକ୍ରମେ ହାଟର ଚାଷିଭାଇ ଓ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା ।
Read More...

ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ ଟ୍ୟାଙ୍କର

ଖୋର୍ଦ୍ଧା(ଅନସୂୟା ଶ୍ରୀଚନ୍ଦନ) : ଆଜି ଏକ ଗ୍ୟାସ ଭର୍ତ୍ତି ଟ୍ୟାଙ୍କର ବ୍ରହ୍ମପୁର ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ନାଚୁଣି ଫାଣ୍ଡି ନିକଟରେ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢି ଲେଉଟି ପଡିଥିଲା। ଯାହାଦ୍ୱାରା ଟ୍ୟାଙ୍କର ରେ ଥିବା ଡ୍ରାଇଭର ଓ ହେଲଫର ଦୁଇ
Read More...

ଜଗତସିଂହପୁର ଓ ତିର୍ତ୍ତୋଲ ବିଧାୟକଙ୍କୁ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କ ପ୍ରଶଂସା

ଜଗତସିଂହପୁର/ତିର୍ତୋଲ : ଏହି କରୋନା ମହାମାରୀ ସମୟରେ ସାରା ରାଜ୍ୟରେ ଦେଖା ଦେଇଥିବା ରକ୍ତର ଅଭାବ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶକୁ ସୁଚାରୁ ରୂପେ ତୁଲାଉଥିବାରୁ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଓ ତିର୍ତ୍ତୋଲ ବିଧାୟକ ତଥା ବରିଷ୍ଟ ନେତା ବିଷ୍ଣୁ ଦାସ
Read More...

ପାରାଦୀପରେ ପାଣ୍ଡିଆନ

କୋଭିଡ ହସ୍ପିଟାଲ ପରିଦର୍ଶନ ପାରାଦ୍ୱୀପ/ଅଠରବାଙ୍କୀ(ସ୍ମୃତି ରଞ୍ଜନ ଜେନା) : ଆଜି ଦିନ ୧୨ଟାରେ ପାରାଦ୍ୱୀପ କୋଭିଡ-୧୯ ହସ୍ପିଟାଲର ଭିତ୍ତିଭୂମି ପରିଦର୍ଶନ ପାଇଁ ପାରାଦ୍ୱୀପ ସ୍ଥିତ ବିଜୁ ଯାତ୍ରୀନିବାସରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ଅତିରିକ୍ତ ଶାସନ ସଚିବ ତଥା ଉନ୍ନୟନ କମିଶନର
Read More...

ପ୍ରଣାମ ବିଜୁବାବୁ

ଶ୍ରାଦ୍ଧ ବାର୍ଷିକୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ଭୁବନେଶ୍ୱର : ପ୍ରବାଦ ପୁରୁଷ ଜନନାୟକ ବିଜୁ ପଟ୍ଟନାୟକଙ୍କ ଆଜି ଶ୍ରାଦ୍ଧ ଦିବସ । ଆଧୁନିକ ଶିଳ୍ପ ସମୃଦ୍ଧ ଓଡିଶା ଗଠନରେ ତାଙ୍କର ପ୍ରମୁଖ ଭୂମିକା ରହିଛି l ଭାରତର ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ଅନେକ ଅବଦାନ ରହିଛି । କାଶ୍ମୀରରେ ଭାରତୀୟ
Read More...

ଓଡିଶାରେ ପରିଚାଳନା ଦାୟିତ୍ୱରେ ଥିବା କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗର ଅଧିକାରୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ…

ଘରେ ତିଆରି ମାସ୍କ ଏବଂ ଆରୋଗ୍ୟ ସେତୁ ଆପ୍ ଡାଉନ୍ କରିବାକୁ ପରାମର୍ଶ କରୋନା ମୁକାବିଲାରେ ଦେଶକୁ ମଜବୁତ୍ କରୁଥିବାରୁ ତୈଳ, ଗ୍ୟାସ ସମେତ ଅନ୍ୟ ସବୁ ରାଷ୍ଟ୍ରାୟତ ଉଦ୍ୟୋଗଙ୍କୁ ଧନ୍ୟବାଦ ଜଣାଇଲେ ନୂଆଦିଲ୍ଲୀ/ଭୁବନେଶ୍ୱର : କରୋନା ମହାମାରୀର ମୁକାବିଲା ପାଇଁ ଓଡିଶାର ପରିଚାଳନା
Read More...