ମନ ତୋହର ନିଜ ଗୁରୁ

ସୁଷମା ପରିଜା ପ୍ରତ୍ୟେକ କାମ କରିବା ପାଇଁ ଯୁକ୍ତିଯୁକ୍ତ କାମଟିଏ ଖୋଜନ୍ତୁ ନାହିଁ । ଏମିତି କାମଟିଏ କରନ୍ତୁ ଯେଉଁଥିରେ ଆପଣଙ୍କୁ ମାନସିକ ଖୁସି ମିଳୁଥିବ କିମ୍ବା ସେଇ କାମ ପ୍ରତି ଆପଣଙ୍କର ଆଗ୍ରହ ଥିବ ନତୁବା ସେହି କାମଟି ଆପଣଙ୍କୁ କୌତୁକିଆ ଲାଗୁଥିବ ଅଥବା ସେହି କାମଟି କରି ଆପଣଙ୍କୁ
Read More...

ଆଈଙ୍କ ପାନଡ଼ାଲା

ରଜତ ରଶ୍ମି ସ୍ୱାଇଁ ଆଈଙ୍କ କଥା ମନକୁ ଆସିଲେ ଆଖି ଆଗରେ ଭାସି ଉଠିବ, ଗୋରା ମଧ୍ୟମ ସ୍ୱାସ୍ଥ୍ୟ,ଚଷମା ବିଶିଷ୍ଟ ହସ ହସ ମୁହଁଟିଏ । ଆଈ କାହିଁକି ଅନ୍ୟମାନଙ୍କ ଠାରୁ ମତେ ଅଧିକ ଭଲପାଉଥିଲେ କହିପାରିବି ନାହିଁ । ବୋଧେ ମୁଁ ପୁରାଣ, ଧର୍ମ ବିଷୟରେ ଆଈଙ୍କ ସହ ଆଲୋଚନା କରୁଥିବାରୁ । ଆଈ ଥିଲେ
Read More...

ପ୍ରଜାପତି, କୂଅ, ସାର୍‌ ଓ ଅନ୍ୟମାନେ

ରଜତ ରଶ୍ମି ସ୍ୱାଇଁ ଧାନ ବେଙ୍ଗେଳା ପଡ଼ି ସାରିଲା ପରେ ପବନର ଅନୁକୂଳ ଦିଗରେ ଧାନକୁ ଉଡ଼ାଇ ଧାନରୁ କୁଟାକାଠି ଅଲଗା କରିବାକୁ ଧାନ ଉଡ଼ା କୁହାଯାଏ । ସେଦିନ ଆମର ଧାନ ଉଡ଼ା ହେଉଥାଏ । କୂଅ ଉପରେ କୁଟା କାଠି ପଡ଼ିବାର ସମ୍ଭାବନା ଥିବାରୁ ଗୋଟିଏ ହେଁସ (ମଶିଣା) ଘୋଡ଼ା ହୋଇଥାଏ ।
Read More...

ଓଡ଼ିଶାର ବିକଳ୍ପ ନେତୃତ୍ୱ : ଅପରାଜିତା

ରିପୋର୍ଟ: ରଜତ ରଶ୍ମି ସ୍ୱାଇଁ ଭୁବନେଶ୍ୱର : ହଠାତ୍ ରାଜ୍ୟ ବିଜେପି ରାଜନୀତିକୁ ଚଳଚଞ୍ଚଳ କରିବାକୁ ଚେଷ୍ଟା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ବିମାନ ବନ୍ଦରରେ ନିଜର ବହୁ ସମର୍ଥକଙ୍କୁ ଏକାଠି କରି ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ଅପରାଜିତା ବୋଲି
Read More...

କାରବୀୟ କ୍ରିକେଟ: ଏକ ଶ୍ରଦ୍ଧାଞ୍ଜଳି!!

ଗୌତମବୁଦ୍ଧ ଦାସ ଦୁଇ ଦୁଇ ଥର ଏକ ଦିବସୀୟ ବିଶ୍ଵକପ ଏବଂ ଦୁଇ ଦୁଇ ଥର ଟି-୨୦ ବିଶ୍ଵକପ ଚାମ୍ପିଅନ ୱେଷ୍ଟଇଣ୍ଡିଜ ପାଇଁ ଆଜି ଅତ୍ୟନ୍ତ ଦୁଃଖର ଦିନ। କାରଣ ଚଳିତ ଟି-୨୦ ବିଶ୍ଵକପ ଯୋଗ୍ୟତା ପର୍ଯ୍ୟାୟରେ ଆୟର୍ଲାଣ୍ଡଠାରୁ ହାରି ବିଦା ହୋଇଗଲା ୱେଷ୍ଟଇଣ୍ଡିଜ। ସତେ ଯେମିତି କ୍ରିକେଟ ଜଗତର ଏକ
Read More...

ରୂପା ଗାଁର ସୁନା କନିଆଁ

ରଜତ ରଶ୍ମି ସ୍ୱାଇଁ ସର୍କସ ଦେଖିବାକୁ କାହାକୁ ଭଲ ନଲାଗେ । ସେଥର ‘ଫେମସ୍‌ ସର୍କସ’ ପଡ଼ିଥାଏ ରାହାମା କଲେଜ ପଡ଼ିଆରେ, ମକର ଯାତ୍ରା ବେଳ । ରାହାମାରେ ମକର ଯାତ୍ରା ଓଡ଼ିଶାରେ ପ୍ରସିଦ୍ଧ ମକର ମେଳଣଗୁଡ଼ିକ ମଧ୍ୟରୁ ଅନ୍ୟତମ ପ୍ରସିଦ୍ଧ ମକର ମେଳା । ଧାନକଟା ଛୁଟିରେ ଆମେ ସବୁ ମାମୁ ଘରକୁ
Read More...

ମୁକ୍ତ ଚିନ୍ତନ

ସୁଷମା ପରିଜା ପ୍ରଖ୍ଯାତ ଦାର୍ଶନିକ କାରେନ୍ କହିଥିଲେ “ ସେତେବେଳେ ତୁମେ ଆଉ ଅଲଗା କ’ଣ କରି ପାରିଥାଆନ୍ତ ,ସେକଥା ଭାବି ବୃଥା ସମୟ ନଷ୍ଟ କର ନାହିଁ, ବରଂ ଆଗକୁ ଚାହିଁ ତୁମେ ଆଉ କ’ଣ କରିପାରିବ , ସେକଥା ଚିନ୍ତା କର” । ଆମ ନିଜ ଚିନ୍ତିତ ଧାରାରେ କାମ କରିବା ଅପେକ୍ଷା ଆମେ ସବୁବେଳେ
Read More...

‘ବିବିଧତା ହିଁ ଭାରତୀୟ ସାହିତ୍ୟ ଓ ସଂସ୍କୃତିର ସୌନ୍ଦର୍ଯ୍ୟ’- ପଦ୍ମଭୂଷଣ ଚନ୍ଦ୍ରଶେଖର କମ୍ବର

ବେଙ୍ଗାଲୁରୁରେ ଓଡ଼ିଶା ଉତ୍ସବ ବେଙ୍ଗାଲୁରୁ, ୧୪ା୧୦: ବିବିଧତା ହିଁ ଭାରତୀୟ ସାହିତ୍ୟ ଓ ସଂସ୍କୃତିର ସୌନ୍ଦର୍ଯ୍ୟ ବୋଲି ଜ୍ଞାନପୀଠ ପୁରସ୍କାର ବିଜେତା, କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ପ୍ରଖ୍ୟାତ କନ୍ନଡ଼ ସାହିତ୍ୟିକ ପଦ୍ମଭୂଷଣ ଡଃ. ଚନ୍ଦ୍ରଶେଖର କମ୍ବର ମତବ୍ୟକ୍ତ କରିଛନ୍ତି ।
Read More...

ତୁମ ପାଇଁ

ବିଭୁତି ବାରିକ୍ ତୁମ ଖୁସି କୃଷ୍ଣଚୂଡ଼ା ଫୁଲ ପେନ୍ଥା ପେନ୍ଥା ଭରିଥାଏ ବିନ୍ଦୁସାଗର କୂଳରେ ମହାପ୍ରଭୁଙ୍କ ଆଶୀର୍ବାଦ ପରି ଝରିପଡ଼େ ପବିତ୍ର, ଶାନ୍ତ ଶୀତଳ ଜଳ ରାଶିରେ … ଅନନ୍ତ ବାସୁଦେବଂକ ମନ୍ଦିର ପାଖରେ II ତୁମ ଖୁସି ସୁନାରୀ ଗଛରୁ ଝରେ ସୁବର୍ଣ୍ଣ ଖଚିତ ହୋଇ ସ୍ବର୍ଗୀୟ ରୂପରେ
Read More...

ଚିତ୍ରନାଟ୍ୟ ପୁସ୍ତକ ‘ପ୍ରୀତି ଏକ ଅଧାଲେଖା ଗୀତି’ ଲୋକାର୍ପିତ

ଭୁବନେଶ୍ୱର : ବିଶିଷ୍ଟ ଚଳଚ୍ଚିତ୍ର ସଂଳାପକାର ଡ. ରଜନୀ ରଞ୍ଜନଙ୍କ ରଚିତ ଚଳଚ୍ଚିତ୍ର ' ଦିଦି ନମସ୍କାର ' ର ଚିତ୍ରନାଟ୍ୟ ପୁସ୍ତକ ବାଳକାଟିସ୍ଥିତ ମା' ଦୁର୍ଲ୍ଲଭା ଦେବୀଙ୍କ ମନ୍ଦିର ପ୍ରାଙ୍ଗଣରେ ଲୋକାର୍ପିତ ହେଇ ଯାଇଛି। 'ଓଡ଼ିଶା ମିରର୍ ' ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ୍
Read More...