Browsing Category
ଜିଲ୍ଲା ଖବର
ପାରାଦ୍ୱୀପରେ ଭାରତ ବନ୍ଦ ଆଂଶିକ ସଫଳ : ବନ୍ଦର ଜାହାଜ ଚଳାଚଳ ସ୍ୱାଭାବିକ
ପାରାଦୀପ (ଦୀପ୍ତିରଂଜନ ଦାସ): କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ପ୍ରତିବାଦରେ ୧୦ଟି ଶ୍ରମିକ ସଙ୍ଗଠନ ପକ୍ଷରୁ ଜାନୁଆରୀ ୮ତାରିଖ ବୁଧବାର ଦିନ ୨୪ ଘ•ିଆ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଶିଳ୍ପ ଓ ବନ୍ଦର ନଗରୀ ପାରାଦ୍ୱୀପରେ ଏହି ବନ୍ଦ ର ଆଂଶିକ ସଫଳତା ଦେଖିବାକୁ ମିଳିଥିଲା ।!-->…
Read More...
Read More...
ଯୁବତୀଙ୍କୁ ଚାକିରି ଦେବା ନାଁରେ ବ୍ୟବସାୟ : ଭଣ୍ଡ ଶିକ୍ଷକକୁ ଗିରଫ ପାଇଁ ଥାନାରେ ଧାରଣା
ନାଉଗାଁ (ମନୋଜ କୁମାର ନାୟକ ) ନାଉଗାଁ ବ୍ଳକ ଅନ୍ତର୍ଗତ ନନ୍ଦିଗ୍ରାମର ଜଣେ ବ୍ୟକ୍ତି ଘରୋଇ ଟିୟୁସନ କରିବା ସହିତ ଓମ ଶାନ୍ତି ଦିକ୍ଷିତରେ ଦିକ୍ଷିତ କରାଇ ଛାତ୍ରୀ ମାନଙ୍କ ନିଜ ଘରେ ରଖୁଥିବା ବିଭିନ୍ନ ପ୍ରକାର ଅସତ କାର୍ଯ୍ୟରେ ନିୟୋଜିତ କରୁଥିବା ଥାନାରେ ଅଭିଯେଗା କରାଯାଇଛି । ଏପରିକି!-->…
Read More...
Read More...
ସମ୍ପତ୍ତି ପାଇଁ ରକ୍ତ ହେଲା ତୁଚ୍ଛ: ମା, ଭଉଣୀକୁ ଗଛରେ ବାନ୍ଧିଲା ଯୁବକ
କୁଜଙ୍ଗ (ରଂଜିତ କୁମାର ପଣ୍ଡା) ସମ୍ପତି ପାଇଁ ରକ୍ତର ସମ୍ପର୍କ କିପରି ତୁଚ୍ଛ ପାଲଟିଯାଏ ଏହାର ଏକ ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତର ହଂଶିନା (ଖ) ଗ୍ରାମରେ। ଘଟଣା ରୁ ପ୍ରକାଶ ଯେ ହଂସିନା ଗ୍ରାମର ଗଜେନ୍ଦ୍ର ତରାଇ ଓ!-->…
Read More...
Read More...
ଜଗତସିଂହପୁରରେ ଭାରତ ବନ୍ଦ ସଫଳ
ଜଗତସିଂହପୁର (ଦୁର୍ଯ୍ୟୋଧନ ମହାରଣା ): କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କର ଜଗତସିଂହପୁର ଜିଲ୍ଲା ମିଳିତ ମଞ୍ଚ ପକ୍ଷରୁ ଆଜି ଜଗତସିଂହପୁର ବଜାରରେ ପିକେଟି କରି ବନ୍ଦ କରିଥିଲେ।ଏହି ଭାରତ ବନ୍ଦ କୁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମଧ୍ୟ ସମର୍ଥନ କରାଯାଇଥିଲା।ଏପରିକି ସ୍ୱତ ପୁତ ଭାବେ!-->…
Read More...
Read More...
୧୫୦ ରୁ ଉର୍ଧ୍ଵ ଅସହାୟ ବୃଦ୍ଧ ଓ ଗରିବଙ୍କୁ ସମାଜସେବୀ ସଙ୍ଗଠନ ‘ଆଫିନ ଓଆଇଜି’ ର କମ୍ବଳ ବଣ୍ଟନ
ତିର୍ତୋଲ : ପ୍ରବଳ ଶୀତ ଲହରୀ କୁ ଆଖି ଆଗରେ ରଖି ରଘୁନାଥପୁର ବ୍ଲକ ର ସମସ୍ତ ୧୯ ଟି ପଞ୍ଚାୟତରେ ୧୫୦ ଜଣରୁ ଉର୍ଧ୍ଵ ଅସହାୟ ବୃଦ୍ଧ ଓ ଗରିବ ଲୋକ ମାନଙ୍କୁ ସମାଜସେବୀ ସଙ୍ଗଠନ ଆଫିନ ଓଆଇଜି କମ୍ବଳ ବଣ୍ଟନ କାର୍ଯ୍ୟ ହୋଇଯାଇଛି । ଏହି ଶୀତ ଲହରୀରେ ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ , ଏହି!-->…
Read More...
Read More...
ଆଟାକିଙ୍ଗ ମୁଡ଼ରେ ଶିଶୁ ସୁରକ୍ଷା ଟିମ୍ : ଫସି ପାରନ୍ତି ସିଡିପିଓ !
ତିର୍ତ୍ତୋଲ(ମନୋରଞ୍ଜନ ସାମନ୍ତରାୟ ): ରାଜ୍ୟ ସରକାର କୋମଳ ମତି ଶିଶୁ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରି ଘଣ୍ଟ ବଯାଉଥିବା ବେଳେ କିନ୍ତୁ ଜଗତସିଂହପୁର ଜିଲ୍ଲାରେ ଏହାର ବାସ୍ତବିକ୍ ଚିତ୍ର ଅଲଗା । ଏଠାରେ ଦୁର୍ନୀତି ର ଚେର ଲମ୍ବିବାର ଲାଗିଛି କିନ୍ତୁ ଥମିବାର ନାଁ ଧରୁନି ! ନିକଟରେ!-->…
Read More...
Read More...
ଯନ୍ତ୍ରୀ ଓ ଠିକାଦାର ଅସାଧୁ ମେଣ୍ଟ, “୫ ଟି” କୁ ନେଇ ପ୍ରଶ୍ନବାଚୀ : ଭଲ ରାସ୍ତାକୁ ପିଚୁ ମରାମତି…
କୁଜଙ୍ଗ (ରଂଜିତ କୁମାର ପଣ୍ଡା) : ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଜିଲ୍ଲା ନାସି ଗ୍ରାମ ପଞ୍ଚାୟତ କୁ ସଂଯୋଗ କରୁଥିବା ରାସ୍ତା " ରାସ୍ତା ଓ କୋଠାବାଡ଼ି " ବିଭାଗ ପକ୍ଷରୁ ବିନା ଫଳକ ରେ ପିଚୁ ରାସ୍ତାକାମ ମରାମତି କାର୍ଯ୍ୟ ଅତି ନିମ୍ନ ମାନର ହେଇଥିବା ଅଭିଯୋଗ!-->…
Read More...
Read More...
ଜିଲ୍ଲାପାଳଙ୍କ ନିଜ ବ୍ଲକରେ ବହୁ ଗୁରୁତ୍ବପୂର୍ଣ୍ଣ ପଦବୀ ଖାଲି
ତିର୍ତ୍ତୋଲ(ସାମନ୍ତରାୟ ମନୋରଞ୍ଜନ ଦାସ ): ତିର୍ତ୍ତୋଲ ବ୍ଲକରେ ବିଡ଼ିଓ ପଦବୀ ଛାଡ଼ି ଅନ୍ୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଛି । ବିଡ଼ିଓ ରଞ୍ଜନ କୁମାର ପରିଡ଼ା ସମସ୍ତ ପଦବୀର କାର୍ଯ୍ୟ ଅନୁଧ୍ୟାନ କରି ବ୍ଲକ କାର୍ଯ୍ୟ ବହୁତ୍ ଧିମେଇ ଧିମେ ସମ୍ପାଦନ କରୁଛନ୍ତି । ବ୍ଲକରେ କାର୍ଯ୍ୟ!-->…
Read More...
Read More...
ତିନିଥର ବାତିଲ ପରେ ତହସିଲ କାର୍ଯ୍ୟାଳୟର ନୂତନ କୋଠା ଉଦଘାଟିତ
କୁଜଙ୍ଗ(ରଂଜିତ କୁମାର ପଣ୍ଡା) : କୁଜଙ୍ଗ ତହସିଲ କାର୍ଯ୍ୟାଳୟର ନୂତନ କୋଠାଘର ରାଜସ୍ୱ ତଥା ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମରାଣ୍ଡିଙ୍କ ଦ୍ୱାରା ଉଦଘାଟିତ ହୋଇ ଯାଇଛି । ମନ୍ତ୍ରୀ ଶ୍ରୀଯୁକ୍ତ ମରାଣ୍ଡିଙ୍କ ସହିତ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ପାରାଦୀପ ବିଧାୟକ ସମ୍ବିତ!-->…
Read More...
Read More...
ଇଫ୍କୋକୁ ମିଳିଲା “ବେଷ୍ଟ ଏନ୍ଭର୍ଣ୍ଣମେଂଟ ପ୍ରୋଟେକ୍ସନ ଆୱାର୍ଡ -୨୦୧୯’’
ପାରାଦୀପ/ଅଠରବାଙ୍କୀ(ସ୍ମୃତି ରଂଜନ ଜେନା): ଓଡିଶା ଷ୍ଟେଟ ସେପ୍ଟି କନ୍କ୍ଲେଭ-୨୦୧୯ରେ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ସଚିବ ତଥା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରଶମନ ବିଭାଗର ନିଦେ୍ର୍ଧଶକ ପ୍ରଦୀପ କୁମାର ଜେନା (ଆଇଏଏସ)ଙ୍କ ଠାରୁ ପାରାଦୀପସ୍ଥିତ ଇଣ୍ଡିଆନ!-->…
Read More...
Read More...