Browsing Category

ସାହିତ୍ୟ

କୁଆଁରି ସ୍ବପ୍ନ

ରଶ୍ମି ସାମଲ ସେ ରାତିର ସେହି ସ୍ବପ୍ନ ଅଛି ହେଲେ ସ୍ୱପ୍ନରେ ନାହିଁ ମଧୁରତା ସେହି ଓଠ ଅଛି ହେଲେ କଥା କହିବାର ନାହିଁ ଚଞ୍ଚଳତା। ସେହି ପ୍ରଶ୍ନ ଅଛି କିନ୍ତୁ ଉତ୍ତର ର ନାହିଁ ମାଦକତା ସବୁ କିଛି ବଦଳି ଗଲା ଯେବେଠୁ ଭୁଲିଗଲ ଠିକଣା ରହିଲାନି ମନରେ ଆଉ ସରସତା। ତୁମେ
Read More...

ସାହିତ୍ୟିକ ଶୁଭେନ୍ଦୁ ମୁଣ୍ଡଙ୍କ ପରଲୋକ

ଭୁବନେଶ୍ବର : ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ଶୁଭେନ୍ଦୁ ମୁଣ୍ଡଙ୍କର ମଇ ୨୮ ତାରିଖରେ ଭୁବନେଶ୍ବରଠାରେ ପରଲୋକ ଘଟିଯାଇଛି। ମୃତ୍ୟୁ ବେଳକୁ ତା’ଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ସେ ଏକାଧାରରେ ଜଣେ କବି, ଲେଖକ, ଅନୁବାଦକ ଓ ଶବ୍ଦକୋଷ ପ୍ରଣେତା ଥିଲେ। ସେ ମଧ୍ଯ ଥିଲେ ପ୍ରାୟ ୪୦ଗୋଟିରୁ ଅଧିକ
Read More...

‘ସାହିତ୍ୟ ସମ୍ପର୍କ ଯୋଡ଼େ ଓ ସମାଜ ଗଢ଼େ’

କୋଠଘର ସାହିତ୍ୟାନୁଷ୍ଠାନର ବାର୍ଷିକ ଉତ୍ସବ ଓ ପୁସ୍ତକ ଉନ୍ମୋଚନ - ଭୁବନେଶ୍ୱର : ସାହିତ୍ୟ ସବୁବେଳେ ସମ୍ପର୍କ ଯୋଡ଼େ ଓ ସମାଜ ଗଢ଼େ । ବ୍ୟକ୍ତି ଓ ବିଶ୍ୱ ମଧ୍ୟରେ ଥିବା ସମ୍ପର୍କ ଭିତରେ ଅସଂଖ୍ୟ ଅନୁଭବକୁ ବ୍ୟକ୍ତ କରିଥାଏ ସାହିତ୍ୟ । ସମୟର ସ୍ନାୟୁରେ ଶବ୍ଦ ସଂରଚନା ପ୍ରତ୍ୟେକ
Read More...

ଏୟାରପୋର୍ଟର ଚୌକି…

ଶବନମ ଆଦେନୀ ଖାଲି ଚୌକି ପାଖରେ ଜୀବନ ଯାତ୍ରାର ଅନେକ କାହାଣୀ କେତେ ଆସନ୍ତି, ଆରାମ କରନ୍ତି ପୁଣି ଚାଲି ଯାଆନ୍ତି.. ଅଲୋଡା କରି… କେଜାଣି କେତେ କଥା ଶୁଣିଚି, କେତେ ବ୍ଯଥାକୁ ଜାଣିଛି… କେବେ ଥକି ଯାଇଥିବା ମଣିଷକୁ ନିଦ ଦେଇଛି ତ! କେବେ ନୂଆ ସଂସାରର ସ୍ବପ୍ନ ଦେଖା ଆଖିର ନିଦ ହଜେଇଛି
Read More...

ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଶାନ୍ତନୁ ଆଚାର୍ଯ୍ୟଙ୍କ ଦ୍ୱାରା ‘ ଚାରୁ ଚିତ୍ରପଟ ‘ ଉନ୍ମୋଚିତ

ଭୁବନେଶ୍ୱର: ନୂଆ ବର୍ଷ ପୂର୍ବରୁ ଜଗତସିଂହପୁର ସଦର ମହକୁମାରେ ଅବସ୍ଥିତ ସର୍ବ ପୁରାତନ ଓ ଜିଲ୍ଲାର ସର୍ବ ବୃହତ୍ତମ କଲେଜ ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ରୂପେ କାର୍ଯ୍ୟରତ ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରାଙ୍କ
Read More...

ପୁସ୍ତକ ସମୀକ୍ଷ।: କବି ସାରଦା ପ୍ରସାଦ ଆଚାର୍ଯ୍ୟଙ୍କ ‘ମୋ ପୃଥିବୀ’

ମୋ ପୃଥିବୀ କବି: ସାରଦା ପ୍ରସାଦ ଆଚାର୍ଯ୍ୟ ପ୍ରକାଶକ: ତୀର ତରଙ୍ଗ, ଭୁବନେଶ୍ୱର ମୂଲ୍ୟ: ୧୨୦ଟଙ୍କା, ପୃଷ୍ଠା: ୧୩୧ କବି ସାରଦା ପ୍ରସାଦ ଆଚାର୍ଯ୍ୟଙ୍କ ସ୍ମୃତି ଓ ଶ୍ରୁତିର କଢ଼ ସବୁ ପ୍ରସ୍ଫୁଟିତ ହୋଇଉଠିଛି ‘ମୋ ପୃଥିବୀ’ କବିତା ସଙ୍କଳନରେ । ସାଧାରଣ ମଣିଷର ଦୈନନ୍ଦିନ ଜୀବନର ସଂର୍ଘଷର
Read More...

ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷତ୍ର ଦିବସ: ବୀଣାପାଣି ମହାନ୍ତିଙ୍କୁ ଅତିବଡୀ ପୁରସ୍କାର ପ୍ରଦାନ

ଭୁବନେଶ୍ୱର, ୨୫ ।୭ : ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷେତ୍ର ଦିବସ ତା ୨୫.୭.୨୦୨୦ରିଖ ଦିନ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର-୨୦୧୯ ମସିହା ନିମନ୍ତେ ପ୍ରଥିତଯଶା କଥାକାର, ଔପନ୍ୟାସିକା ବୀଣାପାଣି ମହାନ୍ତିଙ୍କୁ ଶ୍ରୀ
Read More...

‘ବୋଧିଦ୍ରୁମର ଛାଇ ରୁ ଚିତ୍ର ଚରିତ୍ର’ ଉନ୍ମୋଚିତ

ରସଘନ ଆବେଗ ଓ ବୌଦ୍ଧିକତାର ସୃଜନ ପ୍ରୟୋଗ ଜଗତସିଂହପୁର : ପ୍ରାଧ୍ୟାପକ ଦୁର୍ଗାପ୍ରସାଦ ଆଚାର୍ଯ୍ୟଙ୍କର " ବୋଧି ଦ୍ରୁମର ଛାଇ ରୁ ଚିତ୍ର ଚରିତ୍ର " ଆଜି ଉନ୍ମୋଚିତ ହୋଇଯାଇଛି l ଶାନ୍ତିସେନା ପବ୍ଲିକେଶନ୍ସ୍ ତରଫରୁ ପ୍ରକାଶିତ ଦୁର୍ଗାପ୍ରସାଦ ଆଚାର୍ଯ୍ୟଙ୍କ ଏହି ପ୍ରଥମ ପୁସ୍ତକ " ବୋଧି
Read More...