Browsing Category
ରାଜ୍ୟ
ଲକ୍ଷ୍ମୀପ୍ରିୟା ଓଝାଙ୍କର ପ୍ରଥମ କବିତା ସଙ୍କଳନ ‘ପଛରୁ ଡାକନି ମୋତେ’ ଉନ୍ମୋଚିତ
ଭୁବନେଶ୍ୱର : ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ ବରୋଦା, ଗୁଜରାଟ ଆନୁକୂଲ୍ୟରେ ପ୍ରବାସୀ ଓଡ଼ିଆମାନଙ୍କ ଦ୍ୱାରା ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କବୀ ଲକ୍ଷ୍ମୀପ୍ରିୟା ଓଝାଙ୍କର ପ୍ରଥମ କବିତା ସଙ୍କଳନ “ପଛରୁ ଡାକନି ମୋତେ ” ଉନ୍ମୋଚିତ ହୋଇଯାଇଛି
ଏହି ଉତ୍ସବରେ!-->!-->!-->!-->!-->!-->!-->!-->!-->…
Read More...
Read More...
ଆମ ପରମ୍ପରା: ଅକ୍ଷୟ ତୃତୀୟା
ଡ. ଗୋପାଳ କୃଷ୍ଣ ଆଚାର୍ଯ୍ୟ
ଆଜି ହେଉଛି ଅକ୍ଷୟ ତୃତୀୟା। ଏହା ଏମିତି ଏକ ତିଥି ଯେଉଁଦିନ ସମସ୍ତ ପ୍ରକାରର ଶୁଭ କାର୍ଯ୍ୟ ଆଖି ବୁଜି କରିହେବ। ରଥ ଅନୁକୂଳ ଠାରୁ ମୁଠି ଅନୁକୂଳ, ବିବାହ ଠାରୁ ଆରମ୍ଭ କରି ଗୃହ ପ୍ରତିଷ୍ଠା, ଗୃହ ନିର୍ମାଣ ଅନୁକୂଳ ଠାରୁ ବ୍ୟବସାୟ ଅନୁକୂଳ ଇତ୍ୟାଦି ସମ୍ପନ୍ନ!-->!-->!-->…
Read More...
Read More...
ପୁସ୍ତକ ସମୀକ୍ଷା : ଅବ୍ୟକ୍ତ ଅନୁଭବ
ସମୀକ୍ଷକ : ରଶ୍ମି ସାମଲ
"ଶାନ୍ତିସେନା "ପବ୍ଲିକେଶନ ରଜତ ରଶ୍ମି ସ୍ଵାଇଁ ଙ୍କ ଦ୍ଵାରା ପ୍ରକାଶିତ ଶ୍ରୀମତୀ ଜୟନ୍ତୀ ନନ୍ଦ ଙ୍କ ପ୍ରଥମ କବିତା ସଙ୍କଳନ "ଅବ୍ୟକ୍ତ ଅନୁଭବ "ପଢ଼ିବାର ସୁଯୋଗ ମିଳିଲା।ସଂକଳନ ଟିରେ ସ୍ଥାନ ପାଇଥିବା କବିତା ଗୁଡିକ ମୁଖ୍ୟତଃ ଆଧ୍ୟାତ୍ମିକତା ଉପରେ!-->!-->!-->…
Read More...
Read More...
ସ୍ବାଭିମାନ ଦିବସରୁ ମହାବିତର୍କର ଶୁଭାରମ୍ଭ – ‘ସ୍ଵାଭିମାନରୁ ସ୍ଵାବଲମ୍ବନ’
୧୭୪ ତମ ମଧୁଜୟନ୍ତୀରେ ଯୁବ ବୁଦ୍ଧିଜୀବୀଙ୍କ ଅଭିନବ ପ୍ରୟାସ
ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଆନୁକୂଲ୍ୟରେ ଓଡିଆ ଭରଚୁଆଲ ଏକାଡ଼େମୀ ସହଯୋଗରେ ଉତ୍କଳୀୟ ନବଜାଗରଣର ଆଦ୍ୟ ସ୍ଵର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୪ ତମ!-->!-->!-->!-->!-->!-->!-->!-->!-->!-->!-->…
Read More...
Read More...
ନିଶା କବଳରେ ଯୁବପିଢ଼ି
ଶ୍ରୁତକୀର୍ତ୍ତି ତ୍ରିପାଠୀ
ଆମ ଦେଶରେ ନିଶା କାରବାର ମହାମାରୀ ଭଳି ବ୍ୟାପି ଚାଲିଛି l ମହାମାରୀ ବି କିଛି ବର୍ଷ ଭିତରେ ଦୁର୍ବଳ ହୋଇ ହାରିଯାଏ l ମାନବର ବୁଦ୍ଧି ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଦ୍ୱାରା ଏହାର ପରାଜୟ ଘଟେ ଏବଂ ଧୀରେ ଧୀରେ ଜନସାଧାରଣ ସୁସ୍ଥ ଓ ସହଜ ଜୀବନ ବଞ୍ଚିବା!-->!-->!-->!-->!-->…
Read More...
Read More...
ଅଶ୍ରୁଳ ଭକ୍ତିପୂତ ପ୍ରଣାମ ପ୍ରିୟ ବୀଣା ମ୍ୟାଡାମ୍
ଲକ୍ଷ୍ମୀପ୍ରିୟା ଓଝା
"ପଦ୍ମଶ୍ରୀ ବୀଣାପାଣି ମହାନ୍ତି" ସାହିତ୍ୟ ଜଗତରେ ଏ ନାମ ହିଁ ଯଥେଷ୍ଟ ଗାଳ୍ପିକାଙ୍କୁ ଚିହ୍ନିବାକୁ । ସେ ପଦ୍ମଶ୍ରୀ ପାଇବାର ବହୁ ଆଗରୁ ଓଡ଼ିଶାର ଘରେ ଘରେ ପରିଚିତ ନିଜ ଲେଖନୀ ମୁନରେ ନାରୀମାନଙ୍କୁ ଶକ୍ତ ହେବାର ସନ୍ଦେଶ ଦେଇ । ତାଙ୍କ ଯୋଗୁ ଅନେକ ନିରୀହ!-->!-->!-->!-->!-->…
Read More...
Read More...
ପୁସ୍ତକ ସମୀକ୍ଷା : ପ୍ରେମର ପୃଥିବୀ
ଲେଖକ : ବିଜୟ କୁମାର ପଣ୍ଡା
ସମୀକ୍ଷକ: ରଶ୍ମି ସାମଲ
"
ଶାନ୍ତିସେନା ପ୍ରକାଶିନୀରୁ ପ୍ରକାଶିତ ରଜତ ରଶ୍ମି ସ୍ୱାଇଁ ଙ୍କ ଦ୍ଵାରା ପ୍ରକାଶିତ ଓ ବିଜୟ କୁମାର ପଣ୍ଡା ଙ୍କ ଦ୍ଵାରା ଲିଖିତ ଗଳ୍ପ ସଂକଳନ "ପ୍ରେମର ପୃଥିବୀ" ଖୁଵ ସୁଖ ପାଠ୍ୟ। ସେଥିରେ ପନ୍ଦର ଟି ଗଳ୍ପ କୁ ସତେ ଯେପରି!-->!-->!-->!-->!-->!-->!-->…
Read More...
Read More...
ଜଳୁଛି ସହର
ଶ୍ରୁତକୀର୍ତ୍ତି ତ୍ରିପାଠୀ
ଗ୍ରୀଷ୍ମଋତୁରେ ଗରମ ଓ ଗୁଳୁଗୁଳି ହେବା ସ୍ୱାଭାବିକ, ମାତ୍ର ବିଗତ କିଛି ବର୍ଷ ହେବ ଗରମର ପ୍ରଭାବ ସମସ୍ତଙ୍କ ପାଇଁ ଅସହ୍ୟ ହେଲାଣି l ଗତ ଦୁଇ ବର୍ଷ ହେଲା କରୋନା ଯୋଗୁଁ ବିଦ୍ୟାଳୟ, କଲେଜ୍ ଆଦି ଶିକ୍ଷା ଅନୁଷ୍ଠାନ ବନ୍ଦ ରହିଥିଲା, ଶିକ୍ଷକ /!-->!-->!-->!-->!-->!-->!-->…
Read More...
Read More...
ସାହାଦା ଉଚ୍ଚବିଦ୍ୟାଳୟରେ ଆଲୁମିନି ସଭା
ସାହାଦା, ବାଲେଶ୍ଵର,୧୮ା୪: ରିବିବାର ଦିନ ସାହାଡ଼ା ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣରେ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଆଲୁମିନି ସଦସ୍ୟମାନେ ଏକତ୍ର ହୋଇ ଅତିତରେ ସ୍ମୃତି ରୋମନ୍ଥନ କରିବା ସହିତ ‘୫-ଟି’ କାର୍ଯ୍ୟର ସମୀକ୍ଷା!-->!-->!-->…
Read More...
Read More...
ପୁସ୍ତକ ସମୀକ୍ଷା: ‘ଶବ୍ଦର ଶରଶଯ୍ୟା’
ଲେଖକ: ପ୍ରମୋଦ କୁମାର ଲେଙ୍କା
ପ୍ରକାଶକ: ଶାନ୍ତିସେନା ପବ୍ଲିକେଶନ
ସମୀକ୍ଷକ: ରଶ୍ମି ସାମଲ
ସୌଭାଗ୍ୟକୁ ଦିନେ କବି ପ୍ରମୋଦ କୁମାର ଲେଙ୍କାଙ୍କ " ଶବ୍ଦର ଶରଶଯ୍ୟା "କବିତା ପୁସ୍ତକଟିକୁ ପଢ଼ିବାର ସୁଯୋଗ ପାଇଲି।କବିତା ଗୁଡିକ ପଢ଼ିସାରି ଏହାର ସ୍ଵତନ୍ତ୍ରତା ଦେଖି ଖୁଵ ଆନନ୍ଦିତ ଓ!-->!-->!-->!-->!-->!-->!-->…
Read More...
Read More...