Browsing Category

ରାଜ୍ୟ

ବିପଦମୁକ୍ତ ହେଲା ୱାର୍ଡ ନଂ ୩୯ରେ ଥିବା ସମସ୍ତ ବିଦ୍ୟୁତ ଟ୍ରାନ୍ସଫରମର

ଭୁବନେଶ୍ୱର : ନୟାପଲ୍ଲୀ ୱାର୍ଡ ନଂ ୩୯ ଅଧିନରେ ଥିବା ନୂଆସାହି, ବାଲିତୋଟା ସାହି ଓ ଶାସ୍ତ୍ରୀ ନଗରରେ ପ୍ରାୟ ୧୨ରୁ ୧୫ଟି ବିଦ୍ୟୁତ ଟ୍ରାନସଫରମର ଚାରିପାଖେ ପାଚେରୀ କିମ୍ବା ଗେଟ ଲାଗିନଥିଲା । ତାଭିତରେ ଏତେ ମାତ୍ରାରେ ଗଛ ଓ ଘାସ ହେଉଥିଲା ଯାହା ଫଳରେ ଗାଈଗୋରୁମାନେ ଘାସ ଖାଇବା ଆଶାରେ
Read More...

ବିଶିଷ୍ଠ ସ୍ବାଧୀନତା ସଂଗ୍ରାମୀ ବିଶ୍ବନାଥ ଦାସଙ୍କୁ ରାଷ୍ଟ୍ରପତି ପୁରସ୍କାର

ଜଗତସିଂହପୁର : ଜଗତସିଂହପୁର ବାଲିକୁଦା ବ୍ଲକ ସିନ୍ଧୋଳ ଗାଁରେ ରହୁଛନ୍ତି ବିଶିଷ୍ଠ ସ୍ବାଧୀନତା ସଂଗ୍ରାମୀ ବିଶ୍ବନାଥ ଦାସ | ଆଜି ତାଙ୍କୁ ମିଳିଛି ରାଷ୍ଟ୍ରପତି ପୁରସ୍କାର । କୋରୋନା ଯୋଗୁଁ ଦିଲ୍ଲୀ ପରିବର୍ତ୍ତେ ନିଜ ଗାଁରେ ରାଷ୍ଟ୍ରପତିଙ୍କ ତରଫରୁ ଜଗତସିଂହପୁର ଜିଲ୍ଲାପାଳ ତାଙ୍କୁ
Read More...

ପ୍ରକାଶ ତ୍ରିପାଠୀ ହେଲେ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ଓଡ଼ିଶା ମୋ ପରିବାର – ଜୀବନ ବିନ୍ଦୁ ସଂଯୋଜକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ “ଓଡ଼ିଶା ମୋ ପରିବାର- ଜୀବନ ବିନ୍ଦୁ” କାର୍ଯ୍ୟକ୍ରମର ଭୁବନେଶ୍ଵର ଉତ୍ତର ନିର୍ବାଚନ ମଣ୍ଡଳୀର ସଂଯୋଜକ ଭାବରେ ବାଣୀବିହାର ବିଶ୍ଵବିଦ୍ୟାଳୟର ପୂର୍ବତନ ସଭାପତି ତଥା ଯୁବ ବିଜେଡି ନେତା ଡଃ ପ୍ରକାଶ ତ୍ରିପାଠୀଙ୍କୁ ମନୋନୀତ
Read More...

କରୋନାରୁ ସୁସ୍ଥ ହେଲେ ଯୁବ ସମାଜସେବୀ ମିଲନ୍ ପାଇକରାୟ

ଭୁବନେଶ୍ୱର : ସାରା ବିଶ୍ୱ ଏବେ କରୋନା ପାଇଁ ସ୍ତବ୍ଧ ହୋଇଯାଇଛି । ଏହି କରୋନା ମହାମାରୀରେ ଅନେକ ଲୋକ ମୃତୁ୍ୟ ହେବା ସହ ଅନେକ ଲୋକ ସୁସ୍ଥ ହୋଇ ଘରକୁ ଫେରିଲେଣି । ସେହିପରି ଭାବେ ସାରା ଭୁବନେଶ୍ୱରର ବହୁ ପରିଚିତ ଯୁବ ସମାଜ ସେବୀ ମିଲନ୍ ପାଇକରାୟ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ନିବେଦନ

ଭୁବନେଶ୍ୱର : ମାନବ ଜାତି ତାର ଇତିହାସର ସବୁଠାରୁ କଷ୍ଟକର ପରିସ୍ଥିତି ମଧ୍ୟ ଦେଇ ବର୍ତ୍ତମାନ ଗତି କରୁଛି। କୋଭିଡ ମହାମାରୀ ଆଜି ସାରା ମାନବ ଜାତି ପାଇଁ ଏକ ଅଭୁତପୂର୍ବ ଆହ୍ବାନ ସୃଷ୍ଟି କରିଛି ଏବଂ ପ୍ରତ୍ୟେକ ଦେଶ ଅତ୍ୟନ୍ତ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଛି । ଭାରତ ମଧ୍ୟ କୋଭିଡ
Read More...

ଜଗତସିଂପୁର ଜିଲ୍ଲା ପାଇଁ ଗର୍ବ : ଅନୁପଙ୍କୁ ୟୁପିଏସସିରେ ୧୨୦ ତମ ସ୍ଥାନ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ପାଇଁ ଗର୍ବ ଓ ଗୌରବ ପାଲଟିଛନ୍ତି ଅନୁପ ଦାସ। ୟୁପିଏସସି ୨୦୧୯ ପରିକ୍ଷା ରେ ୧୨୦ ତମ ସ୍ଥାନ ରେ ଉତିନ୍ନ ହୋଇଛନ୍ତି। ଆଜି ୟୁପିଏସସି (UPSC) ଦ୍ବାରା ସିଭିଲ ସିର୍ଭିସ ଇକ୍ଜାମ ୨୦୧୯ ଫାଇନାଲ ରେଜଲ୍ଟ ପ୍ରକାଶ ପାଇବା ପରେ ସର୍ବ ଭାରତୀୟ ସ୍ତର ରେ ୮୨୯ ଜଣ
Read More...

ଆଧୁନିକ ପରିଧାନରେ ସମ୍ବଲପୁରୀର ଚାହିଦା

ଲିପ୍ ସା ପଟେଲ ଓଡ଼ିଶାର କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଉତ୍କର୍ଷତା ପାଇଁ ହିଁ ଓଡ଼ିଶାର ଅନ୍ଯ ନାମ ଉତ୍କଳ। ଯଦି ହସ୍ତଶିଳ୍ପ କଳାର ଆଲୋଚନା କରାଯାଏ ତେବେ ଓଡିଶାର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପ୍ରକାରର ବୟନଶିଳ୍ପ ଦେଖିବାକୁ ମିଳେ।କିଛି ଉଲ୍ଲେଖଯୋଗ୍ୟ ବୟନଶିଳ୍ପ ମଧ୍ୟରେ
Read More...

ସଞ୍ଚିତ ଅର୍ଥରେ ଜିଲ୍ଲାପାଳଙ୍କୁ ନୋମିନି କଲେ ଆଇନୀଜୀବୀ ବାସୁଦେବ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ସିପି ଗ୍ରାମର ଆଇନଜୀବୀ ବାସୁଦେବ । ନିଜର ୨ ପୁଅ ଥିବା ସତ୍ତ୍ୱେ ନିଜ ନାମରେ ତଥା ପତ୍ନୀଙ୍କ ନାମରେ ଥିବା ୧୪ ଲକ୍ଷ ଟଙ୍କା ଜମାରାଶିର ନୋମିନି ଭାବେ ସେ ଜଗତସିଂହପୁର ଜିଲ୍ଲାପାଳଙ୍କୁ ରଖି ଅନନ୍ୟ ଉଦାହାରଣ ସୃଷ୍ଟି କରିଛନ୍ତି। ସମାଜରୁ କେବଳ ନେବା
Read More...

ପ୍ରବାସୀ ଓଡ଼ିଆଙ୍କ ପାଇଁ ବିଜେଡି ସାଂସଦ ଅମରଙ୍କ ବଡ଼ ନିଷ୍ପତ୍ତି

ଆମ ଲୋକ ଆମର,ପ୍ରବାସୀ ଓଡ଼ିଆଙ୍କ ସାହସ ଅମର ଭୁବନେଶ୍ବର : ଚଳିତ ବର୍ଷ କରୋନା ମହାମାରୀ ଉଭୟ ଜୀବନ ଓ ଜୀବିକା ପାଇଁ ବିପର୍ଯ୍ୟୟ ଟାଣି ଆଣିଛି। ଶିକ୍ଷିତ ବେକାର ଚାକିରି ପାଉ ନାହାନ୍ତି। ଏହାଠାରୁ ଆହୁରି ଜଟିଳ କଥା ହେଲା ଯେଉଁମାନେ ରୋଜଗାର କରୁଥିଲେ,ଚାକିରି କରୁଥିଲେ ‌ସେମାନେ
Read More...