କ୍ଷମତା କଳିରେ ବଳି ପଡ଼ିଲା ଜଗତସିଂହପୁର ଜିଲ୍ଲା ଯୁବ ବିଜେଡି ସଭାପତିଙ୍କ ନାମ ଘୋଷଣା !

ଭୁବନେଶ୍ୱର : ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ବିଜେଡି ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଏବଂ ଜିଲ୍ଲା ସଭାପତି ମାନଙ୍କୁ ନିର୍ଦେଶ ଦେବାପରେ ଯୁବ ବ୍ୟାପାର ସାଧାରଣ ସମ୍ପାଦକ ପ୍ରଣବ ବଲବନ୍ତ ରାୟ ନୂଆ ଟିମ ଅନୁମୋଦନ କରିଛନ୍ତି । ଯାହାକୁ ନେଇ ଜଗତସିଂହପୁର ଜିଲ୍ଲାରେ
Read More...

ପାରାଦୀପ ବନ୍ଦରକୁ ବିଜୁଙ୍କ ନାମରେ ନାମିତ କରିବାକୁ ରାଜ୍ୟସଭା ସାଂସଦଙ୍କ ଦାବି : କଂଗ୍ରେସ, ସମାଜବାଦୀ ପାର୍ଟି ଓ…

ନୂଆଦିଲ୍ଲୀ : ଜଗତସିଂହପୁର ଜିଲ୍ଲା ର ପାରାଦୀପ ବନ୍ଦରକୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରାଯାଉ। ଆଜି ରାଜ୍ୟସଭାରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏହି ଦାବି କରିଥିବା ବେଳେ କଂଗ୍ରେସ, ସମାଜବାଦୀ ପାର୍ଟି ଓ ଡିଏମକେ ସମର୍ଥନ କରିଛନ୍ତି। ସୋମବାର ରାଜ୍ୟସଭାର
Read More...

ନୟାପଲ୍ଲୀବାସୀଙ୍କ ସେବାରେ ସମାଜସେବୀ ମିଲନ ପାଇକରାୟ

ଭୁବନେଶ୍ୱର : ଶ୍ରୀ ମହାବୀର ସାମାଜିକ ସଂଗଠନ ର ସଦସ୍ୟ ମାନେ ସବୁବେଳେ ବିଭିନ୍ନ ସାମାଜିକ କାମରେ ନିଜକୁ ନିୟୋଜିତ କରିଥାନ୍ତି, କେତେବେଳେ ରକ୍ତଦାନ କରି କାହା ଜୀବନ ବଞ୍ଚାଇଥାନ୍ତି ତ କେତେବେଳେ ରକ୍ତଦାନ ଶିବିର ଆୟୋଜନ କରିଥାନ୍ତି, ପରିବେଶ କୁ ଭଲ ରଖିବା ପାଇଁଁ ବିଭିନ୍ନ ସ୍ଥାନରେ ବୃକ୍ଷ
Read More...

ଚିଲିକାରେ ଜାଲ ଦସ୍ତଖତ ଏବଂ ବ୍ୟାକଡେଟରେ କୋଭିଡ ଫାଇନ ରିସିପ୍ଟ କାଟିବାକୁ ନେଇ ଚର୍ଚ୍ଚା

ଖୋର୍ଦ୍ଧା(ଅନସୂୟା ଶ୍ରୀଚନ୍ଦନ ) : ସମ୍ପ୍ରତି ରାଜ୍ୟରେ କରୋନା ମାମଲା ବୃଦ୍ଧି ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କରୋନା ମାମଲା ଚିହ୍ନଟ ହେଉଛି। ଖୋର୍ଦ୍ଧା ଜିଲ୍ଲା ପ୍ରତି ମଧ୍ୟ ବିଶେଷ ଭାବରେ ଦୃଷ୍ଟି ଦିଆଯାଉଛି। ଅମାନିଆଙ୍କୁ ସାବାଡ କରିବା ପାଇଁ ମୋଟା ରକମର ଅର୍ଥ
Read More...

ପିଲା କଳିରୁ ହଣାକଟା

ଖୋର୍ଦ୍ଧା (ଅନସୂୟା ଶ୍ରୀଚନ୍ଦନ ): ବାଣପୁର ଥାନା ଅନ୍ତର୍ଗତ ବୋରି ଗାଁ ରେ ଆଜି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି । ଉକ୍ତ ଗାଁ ର ସରୋଜିନୀ ପାଇକରା ଓ ଚିତ୍ରସେନ ରାଉତରା ପାଖପଡ଼ୋଶୀ।କୌଣସି କାରଣରୁ ଦୁଇ ପରିବାର ମଧ୍ୟରେ ଶତ୍ରୁତା ରହି ଆସିଥିଲା । ଆଜି ଦୁଇ ପରିବାର ମଧ୍ୟରେ ପିଲା
Read More...

ବିଜେଡି ନେତା ଦେବୀ ମିଶ୍ରଙ୍କ ବାସଭବନରେ ସିବିଆଇ

ଭୁବନେଶ୍ୱର: ଦୀର୍ଘ ଦିନର ବ୍ୟବଧାନ ପରେ ସିବିଆଇ ସି ସୋର ଗ୍ରୁପ୍ ଚିଟ୍ ଫଣ୍ଡ ସ୍କାମରେ ଏହାର ତଦନ୍ତକୁ ଜୋରଦାର କରି ଶୁକ୍ରବାର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଭୁବନେଶ୍ୱରର ବାସଭବନରେ ଚଢଉ କରିଛି। ସି ସୋର ଗ୍ରୁପ୍ 500 କୋଟିରୁ ଅଧିକ ଟଙ୍କା
Read More...

ମାଆକୁ ମାରିଦେଲେ ଦୁଇ ନାବାଳକ ପୁଅ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟକର ଘଟଣାରେ ଆଜି ଏୟାରଫିଲ୍ଡ ପୋଲିସ ଷ୍ଟେସନ ପରିସରରେ ଥିବା ଏକ ଆପାର୍ଟମେଣ୍ଟରେ ଜଣେ ମହିଳାଙ୍କୁ ତାଙ୍କ ଦୁଇ ପୁଅ ମାଡ ମାରି ହତ୍ୟା କରିଛନ୍ତି l ଯଦିଓ ହତ୍ୟାକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ, ପାରିବାରିକ କଳହ ଏହି ଘଟଣାର କାରଣ
Read More...

ବିଜେପି ନେତା ଅଶୋକ ସାହୁଙ୍କ ପରଲୋକ

କଟକ: ଓଡିଶା ବିଜେପି ନେତା ତଥା ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଅଶୋକ ସାହୁଙ୍କର ଏଠାରେ ଥିବା ପିଠାପୁରରେ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ତାଙ୍କୁ 68 ବର୍ଷ ହୋଇଥିଲେ। ଦୀର୍ଘ ଦିନର ଅସୁସ୍ଥତା ପରେ ସାହୁ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବୋଲି ପରିବାର ସୂତ୍ରରୁ ପ୍ରକାଶ।ସେ
Read More...

ଚାଲିଗଲେ ଅଜିତ ଦାସ

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତର ଭେଟେରାନ କଳାକାର ଅଜିତ ଦାସଙ୍କର ୭୧ ବର୍ଷରେ ପରଲୋକ ହୋଇଛି l ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଜିତ ଦାସଙ୍କ ପରଲୋକ ହୋଇଛି । କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ ଅଜିତ ଦାସ । ମୟୁରଭଞ୍ଜ କରଞ୍ଜିଆରେ
Read More...

ବିଜେପିର ନଜର ବିଜୟ ଶଙ୍କର !

ଭୁବନେଶ୍ୱର : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟର ପ୍ରମୁଖ ୩ଟି ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ । ଏଥିମଧ୍ୟରୁ ବିଜେଡି ଶିବିରରେ ରାଜନୀତିକ ହଟଚମଟ ଦେଖା ଦେଇଥିବାରୁ , କିଛି ନେତା ବରିଷ୍ଠ ନେତା
Read More...