ଉପନିର୍ବାଚନ ପାଇଁ ତିର୍ତ୍ତୋଲ ଚଳଚଞ୍ଚଳ : ବଦଳିବେ ଜିଲ୍ଲାପାଳ !

ଜଗତସିଂହପୁର: ଆଗାମୀ ଦିନରେ ହେବାକୁ ଥିବା ତିର୍ତ୍ତୋଲ ସିଟ୍‌ରେ ଉପ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଭୋଟିଂ ମେସିନ ଏବଂ ଭିଭିପାଟ ବାହାର ରାଜ୍ୟରୁ ଚେକିଂଗ ହେବା ପରେ ଆସି ଜଗତସିଂହପୁର ରେ ପହଁଚି କଡା ସୁରକ୍ଷା ବଳୟରେ ରଖା ଯାଇଛି । ଅନ୍ୟପଟେ
Read More...

ରାସାୟନିକ ଦୃଘଟଣା ପାଇଁ ପାରାଦ୍ୱୀପରେ ଉଦଘାଟିତ ହେଲା ଜରୁରୀକାଳୀନ ସାହାୟକ କେନ୍ଦ୍ର

ପାରାଦ୍ୱୀପ/ଅଠରବାଙ୍କୀ (ସ୍ମୃତି ରଞ୍ଜନ ଜେନା ) : ଶିଳ୍ପ ସହର ପାରାଦ୍ୱୀପରେ ଅନେକ ଗୁଡ଼ିଏ ରାସାୟନିକ ଶିଳ୍ପ ରହିଅଛି। ଭବିଷ୍ୟତରେ କୌଣସି ପ୍ରକାରର ରାସାୟନିକ ଦୃର୍ଘଟଣା ପାଇଁ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳରେ ଏକ ଆପତ କାଳୀନ ସାହାୟକ କେନ୍ଦ୍ର ଉଦଘାଟିତ
Read More...

ପାଖେଇ ଆସିଲା ଉପ ନିର୍ବାଚନ, ଲବିରେ ବହୁ ଆଶାୟୀ : ଶାସକ ଦଳର ଚର୍ଚ୍ଚାରେ ରବୀନ୍ଦ୍ର ଓ ବିଜୟ

ଭୁବନେଶ୍ୱର : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ସିଟ୍‌ରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟର ପ୍ରମୁଖ ୩ଟି ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ । ନିକଟରେ ଶାନ୍ତି ସେନା ୱେବ ପୋଟାଲ ପକ୍ଷରୁ ନିର୍ବାଚନ ନଭେମ୍ବରରେ ହେବା ଦିଲ୍ଲୀରୁ ଏକ ଭିତିରି ଖବର
Read More...

ପାରାଦ୍ୱୀପ ଆରପିଏଫର ସଫଳତା : ଆଉ ଜଣେ ରେଲୱେ ୱେବସାଇଟ ହାକର ଗିରଫ

ପାରାଦୀପ/ଅଠରବାଙ୍କୀ ( ସ୍ମୃତି ରଂଜନ ଜେନା ) : ରେଲୱେ ୱେବସାଇଟିକୁ ହାକିଂ କରି ଅଗ୍ରୀମ ଟିକଟ ବୁକିଙ୍ଗ କରୁଥିବା ଅଭିଯୋଗରେ ସୋମବାର ଦିନ ଆଉଜଣେ ହାକର କୁ ଗିରଫ କରିଛି ପାରାଦ୍ୱୀପ ରେଲୱେ ପ୍ରୋଟେକ୍ସନ ଫୋର୍ସ। ଗତ ୩୧ ତାରିଖ ଦିନ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଜଣେ
Read More...

ମହାବୀର ସାମାଜିକ ସଂଗଠନ ତରଫରୁ ରିଲିଫ ବଣ୍ଟନ

ଭୁବନେଶ୍ୱର : ଓଡିଶାର ଲୋକପି୍ରୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆର୍ଦଶକୁ ଅନୁସରଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭୁବନେଶ୍ୱର ବିଜୁ ଜନତା ଦଳର ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ସଭାପତି ,ତଥା ଉତ୍ତର
Read More...

ସ୍ୱାଧୀନତା ସଂଗ୍ରାମୀ, ଆଜୀବନ ଦେଶସେବା ବ୍ରତଧାରୀ ପଣ୍ତିତ ପ୍ରାଣକୃଷ୍ଣ ପଢିହାରୀ

ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରା ସ୍ୱାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟ ପ୍ରତିଷ୍ଠା ହେଲା ୧୯୬୩ ମସିହାରେ l ଏହାର ପାଞ୍ଚ ବର୍ଷ ପୂର୍ବରୁ ୧୯୫୮ ମସିହାରେ ପଣ୍ତିତ ପ୍ରାଣକୃଷ୍ଣ ପଢିହାରୀଙ୍କ ଦେହାନ୍ତ ହୋଇଥିଲେ ମଧ୍ୟ ଆମ କଲେଜ ପାଇଁ ତାଙ୍କର ରହିଥିବା କିଛି ଅବଦାନ ବିଷୟରେ
Read More...

ପାରାଦୀପ ବନ୍ଦର ଚିକିତ୍ସାଳୟରେ କୋଭିଡ୍ ସଂକ୍ରମଣ ଚିହ୍ନଟ ପାଇଁ ଦ୍ରୁତ ଆଂଟିଜେନ ଟେଷ୍ଟ ଆରମ୍ଭ

ପାରାଦୀପ/ଅଠରବାଙ୍କୀ (ସ୍ମୃତି ରଞ୍ଜନ ଜେନା ): ବନ୍ଦର ଚିକିତ୍ସାଳୟରେ କୋଭିଡ୍-୧୯ ଆଂଟିଜେନ ଟେଷ୍ଟ କାର୍ଯ୍ୟ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଆଇସିଏମ୍ଆର ଗାଇଡ୍ଲାଇନ୍ ଅନୁଯାୟୀ “କୁ୍ୟ” ମାନର କୋଭିଡ୍ ଆଂଟିଜେନ ପରିକ୍ଷା ନାଜାଲ୍ ସ୍ୱାବ ମାଧ୍ୟମରେ ଏହି ପରିକ୍ଷଣ କରାଯାଉଛି । ଏହି
Read More...

ଇଂରାଜୀ କବିତା ପୁସ୍ତକ ‘କରୋନା କାରୋଲସ୍’ ଉନ୍ମୋଚିତ

ଜଗତସିଂହପୁର, ୫ା୯: ଶାନ୍ତିସେନା ପବ୍ଲିକେଶନ୍ସ ଦ୍ୱାରା ପ୍ରକାଶିତ ପ୍ରଫେସର୍ ଦୁର୍ଗାପ୍ରସାଦ ଆଚାର୍ଯ୍ୟଙ୍କ ଦ୍ୱାରା ଲିଖିତ ଇଂରାଜୀ କବିତା ସଙ୍କଳନ ‘କରୋନା କାରୋଲସ୍’ ଉନ୍ମୋଚିତ ହୋଇଯାଇଛି । ଜଗତସିଂହପୁର ସ୍ୱାଧୀନତା ସଂଗ୍ରାମୀ ଭବନଠାରେ ଆୟୋଜିତ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ
Read More...

ତିର୍ତ୍ତୋଲର ପୂର୍ବତନ ବିଧାୟକଙ୍କ ପରଲୋକ

(୨୦୨୦ ରେ ତିର୍ତ୍ତୋଲ ବିଜେଡ଼ି ରେ ଗଡୁଛି ହେବିୱାଟଙ୍କ ମୁଣ୍ଡ ! ) ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଛି । ସ୍ୱାସ୍ଥ୍ୟ ଖରାପ ଥିବାରୁ ତାଙ୍କୁ ଡାକ୍ତରଖାନାରେ
Read More...

ଜଗତସିଂହପୁର ଜିଲ୍ଲା ବିଜେଡ଼ି ସଭାପତିଙ୍କୁ କରୋନା

ଜଗତସିଂହପୁର : ଜଗତସିଂହପୁର ବିଧାୟକ ତଥା ବିଜୁ ଜନତା ଦଳ ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ମୁଦୁଲି ଆଜି କୋରନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିବା ସେ ନିଜର ଫେସବୁକ୍ ପେଜ୍ ରେ ପୋଷ୍ଟ କରିଛନ୍ତି । ଏହା ସହିତ ସେ କହିଛନ୍ତି ଯେ ସେ ଏବେ ଭଲ ଅଛନ୍ତି ଘରେ ସଂଗରୋଧ ରେ ରହିଛନ୍ତି,ତାଙ୍କ
Read More...