ଆର ପାରିରେ ବିଜୟ

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତର ଭେଟେରାନ ଅଭିନେତା ବିଜୟ ମହାନ୍ତି ଆଉ ନାହାନ୍ତି l ଆଜି ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି l ରୁପା ଶଗଡ଼ିରେ ସୁନା କନିଆଁ ଅଛି, କିନ୍ତୁ ସେ ନାହାନ୍ତି l ଶୁଆ ଦୁଇଟି ପୋଷା ମାନିଗଲେଣି କିନ୍ତୁ ସେ
Read More...

‘ବୋଧିଦ୍ରୁମର ଛାଇ ରୁ ଚିତ୍ର ଚରିତ୍ର’ ଉନ୍ମୋଚିତ

ରସଘନ ଆବେଗ ଓ ବୌଦ୍ଧିକତାର ସୃଜନ ପ୍ରୟୋଗ ଜଗତସିଂହପୁର : ପ୍ରାଧ୍ୟାପକ ଦୁର୍ଗାପ୍ରସାଦ ଆଚାର୍ଯ୍ୟଙ୍କର " ବୋଧି ଦ୍ରୁମର ଛାଇ ରୁ ଚିତ୍ର ଚରିତ୍ର " ଆଜି ଉନ୍ମୋଚିତ ହୋଇଯାଇଛି l ଶାନ୍ତିସେନା ପବ୍ଲିକେଶନ୍ସ୍ ତରଫରୁ ପ୍ରକାଶିତ ଦୁର୍ଗାପ୍ରସାଦ ଆଚାର୍ଯ୍ୟଙ୍କ ଏହି ପ୍ରଥମ ପୁସ୍ତକ " ବୋଧି
Read More...

ହଲିଉଡ଼ ଫିଲ୍ମ ‘ତ୍ରୟ’କୁ ମନା କରିଥିଲେ ଐଶ୍ୱର୍ଯ୍ୟା

ମୁମ୍ବାଇ : ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ହଲିଉଡ଼ ଫିଲ୍ମ 'ତ୍ରୟ'କୁ ପ୍ରତ୍ୟାଖାନ କରିଥିଲେ l କିଛି ଦୃଶ୍ୟର ସୁଟିଂରେ ସେ ଅସହଜ ଥିବାରୁ ଅଂଶକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହି ଭୂମିକା ଶେଷରେ ରୋଜ ବାଇର୍ନଙ୍କ ନିକଟକୁ ଯାଇଥିଲା | ତ୍ରୟ ଏକ ପ୍ରମୁଖ ବକ୍ସ ଅଫିସରେ ସଫଳତା ଥିଲା, ଯାହା ବିଶ୍
Read More...

ରାଜସ୍ଥାନ ରାଜନୀତି : ପାଇଲଟଙ୍କ ସମର୍ଥନରେ ତିରିଶି ବିଧାୟକ

ନୂଆଦିଲ୍ଲୀ: ତିରିଶି ଜଣ ବିଧାୟକଙ୍କ ସମର୍ଥନ ଦାବି କରୁଥିବା ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଦ୍ୱାରା ଆହ୍ୱାନ ହୋଇଥିବା କଂଗ୍ରେସ ବିଧାୟକଙ୍କ ଏକ ପ୍ରମୁଖ ବୈଠକରେ ଯୋଗଦେବାକୁ ମନା କରି ଦେଇଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆ
Read More...

ଜଗତସିଂହପୁରରେ ମହାରାଷ୍ଟ୍ରର ଜଣେ ସୁନା କାରିଗରଙ୍କ ଆତ୍ମହତ୍ୟା

ଜଗତସିଂହପୁର (ଦୁର୍ଯ୍ୟୋଧନ ମହାରଣା): ଜଗତସିଂହପୁର ବଡବଜାରରେ ଦୀର୍ଘ 6 ବର୍ଷ ଧରି ରହୁଥିବା ମହାରାଷ୍ଟ୍ରର ଜଣେ ସୁନାକାରିଗର ଆତ୍ମହତ୍ୟା କରିଥିବା ସୁଚନା ମିଳିଛି। ସୂଚନା ଅନୁସାରେ ମହାରାଷ୍ଟ୍ର ର ସାଙ୍ଗମା ଜିଲାର ନଗପା କାମ୍ବଲେ ଙ୍କ 32ବର୍ଷୀୟା ପୁଅ ସର୍ଦ୍ଦାର କାମ୍ବଲେ ଜଗତସିଂହପୁର
Read More...

ଅମିତାଭଙ୍କୁ କରୋନା

ମୁମ୍ବାଇ : ମେଗାଷ୍ଟାର ଅମିତାଭ ବଚନଙ୍କୁ କରୋନା l ସେ ନିଜେ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି l ଚିକିତ୍ସା ପାଇଁ ସେ ଲୀଳାବତୀ ହସ୍ପିଟାଲରେ ଭର୍ତି ହୋଇଛନ୍ତି l ଅଭିଷେକଙ୍କୁ ମଧ୍ୟ କରୋନା ହୋଇଥିବା ଜଣାପଡିଛି l ତେବେ ଐଶର୍ଯ୍ୟା ଓ ଜୟା ବଚନ କରୋନା ନେଗେଟିଭ ଥିବା ସୂଚନା
Read More...

କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ

ଭୁବନେଶ୍ୱର : ହିଞ୍ଜିଳିର ସମାଜ ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକଙ୍କର କରୋନାରେ ମୃତ୍ୟୁ ଘଟିଛି l ଭୁବନେଶ୍ୱର କୀମସ କୋଭିଡ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ l ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁରେ ସାମ୍ବାଦିକ ମହଲରେ ଗଭୀର ଶୋକ ଖେଳି ଯାଇଛି।
Read More...

ଖୁବଶୀଘ୍ର ହେବାକୁ ଯାଉଛି ବିଜେଡ଼ି ଛାମୁଆ ସଙ୍ଗଠନର ନବକଳେବର

ମଙ୍ଗ ଧରିପାରନ୍ତି ଉପକୂଳ ଓଡ଼ିଶାରୁ ନେତା ନେତ୍ରୀ ଭୁବନେଶ୍ୱର: କ୍ରମାଗତ ପଞ୍ଚମଥର ରାଜ୍ୟରେ କ୍ଷମତାସୀନ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡିରେ ଏବେ ଦକ୍ଷ ଓ ସ୍ୱଚ୍ଛ ନେତାଙ୍କୁ ଦେଖି ଗାଦିରେ ବସାଇବା ସୂଚନା ମିଳିଛି । ବିଜୁ ଜନତା ଦଳ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,
Read More...

୨୦୧୫ ଓ ୨୦୧୬ ବର୍ଷ ପାଇଁ କୋଡିଏ ଜଣଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର : ୨୦୧୫ ଓ ୨୦୧୬ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷିତ ହୋଇଛି l ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ୨୦୧୫ ଓ ୨୦୧୬ ପାଇଁ ବିଭିନ୍ନ ବିଭାଗରେ ପୁରସ୍କାର ଘୋଷଣା ହୋଇଛି l ୨୦୧୫ ପାଇଁ ଗଳ୍ପରେ ପବିତ୍ର ପାଣିଗ୍ରାହୀ ଓ ୨୦୧୬ ପାଇଁ ଦେବଦାସ ଛୋଟରାୟ ମନୋନୀତ
Read More...

ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଏନକାଉଣ୍ଟର

କାନପୁର : ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଶୁକ୍ରବାର ଦିନ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଦ୍ୱାରା ଏନକାଉଣ୍ଟରରେ ନିହତ ହୋଇଛି l ମଧ୍ୟପ୍ରଦେଶରୁ ୟୁପି ନିଆଯାଉ ଥିବା ବେଳେ ସେ ଖସିଯିବାକୁ ଉଦ୍ୟମ କରିଥିଲା l ଫଳରେ ପୁଲିସ ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲା ବୋଲି ଏସଟିଏଫ
Read More...