Browsing Category
ସାହିତ୍ୟ
ଆଈଙ୍କ ପାନଡ଼ାଲା
ରଜତ ରଶ୍ମି ସ୍ୱାଇଁ
ଆଈଙ୍କ କଥା ମନକୁ ଆସିଲେ ଆଖି ଆଗରେ ଭାସି ଉଠିବ, ଗୋରା ମଧ୍ୟମ ସ୍ୱାସ୍ଥ୍ୟ,ଚଷମା ବିଶିଷ୍ଟ ହସ ହସ ମୁହଁଟିଏ । ଆଈ କାହିଁକି ଅନ୍ୟମାନଙ୍କ ଠାରୁ ମତେ ଅଧିକ ଭଲପାଉଥିଲେ କହିପାରିବି ନାହିଁ । ବୋଧେ ମୁଁ ପୁରାଣ, ଧର୍ମ ବିଷୟରେ ଆଈଙ୍କ ସହ ଆଲୋଚନା କରୁଥିବାରୁ । ଆଈ ଥିଲେ!-->!-->!-->…
Read More...
Read More...
ଶାନ୍ତିସେନାର ଛଅ ପୁସ୍ତକ ଉନ୍ମୋଚିତ
‘ହୃଦୟକୁ ଛୁଉଁଥିବା ସାହିତ୍ୟ ହିଁ କାଳଜୟୀ ସାହିତ୍ୟ’
ଭୁବନେଶ୍ୱର: ଶାନ୍ତିସେନା ପ୍ରକାଶନ ସଂସ୍ଥା ତରଫରୁ ବୁଦ୍ଧ ମନ୍ଦିର ପରିସରରେ ଶାନ୍ତିସେନା ପୁସ୍ତକ ଉତ୍ସବରେ ୬ଟି ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ନିତ୍ୟାନନ୍ଦ ପଣ୍ଡାଙ୍କ ‘ମହାବନ୍ୟା’, କମଳା ପ୍ରସାଦ ମହାପାତ୍ରଙ୍କ ‘ଉଦାସ!-->!-->!-->…
Read More...
Read More...
ପୁସ୍ତକ ସମୀକ୍ଷା: ସୋନୁ ହେଲା ସୁନା ପିଲା
ସମୀକ୍ଷକ : ରଶ୍ମି ସାମଲ
ଲୋକପ୍ରିୟ ପ୍ରକାଶକ ଶ୍ରୀ ରଜତ ରଶ୍ମି ସ୍ବାଇଁଙ୍କ ପ୍ରକାଶନୀ ସଂସ୍ଥା ଶାନ୍ତିସେନା ଦ୍ୱାରା ପ୍ରକାଶିତ ଶ୍ରୀମତୀ ଛନ୍ଦା ମିଶ୍ର ଙ୍କ ରଚିତ ଶିଶୁଗଳ୍ପ "ସୋନୁ ହେଲା ସୁନାପିଲା"ସମ୍ପୂର୍ଣ ପାଠ କଲି।ସେ କେବଳ ଜଣେ ଶିଶୁ ସାହିତ୍ୟିକ ନୁହନ୍ତି।ଏକାଧାରରେ ଜଣେ ଆଗ!-->!-->!-->…
Read More...
Read More...
ସହଯୋଗ ବାର୍ଷିକ ଉତ୍ସବ: ବିଜୟଲକ୍ଷ୍ମୀ, ଅମରେଶ ଓ ପ୍ରଶାନ୍ତଙ୍କୁ ସହଯୋଗ ସମ୍ମାନ
୭ଟି ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର: ଲେଖକ କଲ୍ୟାଣ ନ୍ୟାସ ସହଯୋଗର ଷଷ୍ଠ ବାର୍ଷିକ ଉତ୍ସବ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସହଯୋଗର ସଭାପତି ବିଶିଷ୍ଟ ଗାଳ୍ପିକ ଅନୀଲ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅଧ୍ୟାପକ ବିଶ୍ୱରଞ୍ଜନ!-->!-->!-->…
Read More...
Read More...
ଗଳ୍ପ – ଝିଅଜନ୍ମ
ଶ୍ରୁତକୀର୍ତ୍ତି ତ୍ରିପାଠୀ 🔸
ମୁକ୍ତା ଦେହରେ ଆଜି ବାଡ଼ୁଅ ପାଣି ପଡ଼ିଛି l ତା ପାପୁଲି କୁ ସେ ରଙ୍ଗେଇଛି ଆଜି ମଞ୍ଜୁଆତିରେ l ନାକରେ ନୋଥ, କାନରେ ଝୁମ୍ପା, ଅଣ୍ଟାରେ ଅଣ୍ଟାସୂତା, ହାତରେ ପିତ୍ତଳ ଖଡ଼ୁ ଏବଂ ପାଦରେ ପାଉଁଜି l ଝିଅକୁ ବଧୂ ବେଶରେ ସଜେଇ ଦେଲାପରେ ବାପା ମାଆ ଙ୍କର!-->!-->!-->…
Read More...
Read More...
ମହାଲକ୍ଷ୍ମୀ
ଗାଳ୍ପିକା: ସୁମିତା ବେହେରା
ବର୍ଷେ ପରେ ବଡ଼ପୁଅର ଘରକୁ ଯାଉଥିବାରୁ ମନେ ମନେ ଖୁସି ହେଉଥିଲେ ମହାଲକ୍ଷ୍ମୀ। ଗାଡ଼ି ଆସି ପହଁଚିଗଲା ସୁନ୍ଦର ଏକ ଆପାର୍ଟମେଂଟ୍ ତଳେ। ତିନିପୁଅଙ୍କୁ ଏକତ୍ର ଦେଖି ଖୁସି ଆକାଶ ଛୁଉଁଥିଲା ତାଙ୍କର।
ମୁହଁଟି ତାଙ୍କର ବଙ୍କା ହୋଇଯାଇଥିବାରୁ କଥା ଏତେ!-->!-->!-->!-->!-->…
Read More...
Read More...
ରାମଚନ୍ଦ୍ର ବେହେରାଙ୍କୁ ଅତିବଡୀ ସମ୍ମାନ
ଭୁବନେଶ୍ୱର; ବିଶିଷ୍ଟ ସାହିତ୍ୟିକ ରାମଚନ୍ଦ୍ର ବେହେରାଙ୍କୁ ଅତିବଡ଼ି ସମ୍ମାନ ପ୍ରଦାନ କରାଯାଇଛି। ଆଜି ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଅତିବଡ଼ି ସମ୍ମାନ ସହିତ ୧୫ ଜଣ ବରିଷ୍ଠ ସାହିତ୍ୟିକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି!-->…
Read More...
Read More...
ଆଜିର ଜୀବନ କାଲିକି ନଥିବ
ରାମଜୀବନ ଗୋଚ୍ଛାୟତ
ଆଜିର ଜୀବନ କାଲିକି ନଥିବମନେ କିଆଁ ଏତେ ଗରବଅନ୍ୟଙ୍କୁ, କାହିଁକି ଯେ ହୀନ ମଣିବଡର, ଅନ୍ୟର ଯେ ଆହା ପଡିବ
ପଦବୀ ଅସ୍ଥାୟୀ, କ୍ଷମତା ଅସ୍ଥାୟୀଏଠି କିଛି ନୁହଁ ଚିରସ୍ଥାୟୀବୟସ ବଢିବ, ଉଦ୍ଧତାମି କମିବଦିନେ ନା ଦିନେ ଧରାଶାୟୀ ହେବ
ସବୁ ଅସ୍ଥାୟୀ ପୁଣି କିଆଁ ଏତେ!-->!-->!-->!-->!-->!-->!-->…
Read More...
Read More...
କ୍ଷୀରୋଦ ଦାସଙ୍କ ଗଳ୍ପ ସଙ୍କଳନ ‘ଶୂନ୍ୟ ଉପତ୍ୟକା’ ଉନ୍ମୋଚିତ
ଭୁବନେଶ୍ୱର: ବିଶିଷ୍ଟ ଗାଳ୍ପିକ କ୍ଷୀରୋଦ ଦାସଙ୍କ ଗଳ୍ପ ସଙ୍କଳନ ‘ଶୂନ୍ୟ ଉପତ୍ୟକା’ ଉନ୍ମୋଚିତ ହୋଇଯାଇଛି । ସମ୍ବାଦ ଭବନ ପରିସରରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହାକୁ ଉନ୍ମୋଚିତ କରି ଓଡ଼ିଆ ଭାଷାର ବିଶିଷ୍ଟ ଲେଖକମାନେ ପରବର୍ତ୍ତୀ ପିଢ଼ିକୁ ସାହିତ୍ୟ ସର୍ଜନା ଦିଗରେ!-->…
Read More...
Read More...
କୋରାପୁଟ ଡାଏରୀ
ପ୍ରତିଭା ଘୋଷ
କୋରାପୁଟରୁ ଫେରିବା ଦୁଇ ତିନି ଦିନ ହୋଇଗଲାଣି । ହେଲେ କାମରେ ମନ ଲାଗୁନି । ତୋ ଗାଁ ମାଟିର ସମ୍ମୋହନ କି ତୋ ପ୍ରତି ଆକର୍ଷଣ; ଏସବୁର ପ୍ରତିଫଳନ ସେଇଟା ଭାବୁଛି । ପାହାଡି ନିଶା ବୋଧେ ଘାରିଛି ବୋଲି ତୁ କହିପାରିବୁ… ।
କୋରାପୁଟର ବର୍ଷା ଯିଏ ଦେଖିଛି ସିଏ ତା’!-->!-->!-->!-->!-->!-->!-->…
Read More...
Read More...