Browsing Category
ରାଜ୍ୟ
ତିର୍ତ୍ତୋଲ ବିଜେଡ଼ିର ମିଶ୍ରଣ କାର୍ଯ୍ୟକ୍ରମ
ତିର୍ତ୍ତୋଲ : ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମପଞ୍ଚାୟତର ମୁକଳ ଗ୍ରାମ ୱାର୍ଡ ନମ୍ବର- ୧୧,୧୨,୧୩ ବିଜୁଜନତାଦଳର କର୍ମୀ ସମ୍ମିଳନୀ ପର୍ଯ୍ୟବେକ୍ଷକ ଡଃ ପ୍ରକାଶ ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ପୂର୍ବତନ ମନ୍ତ୍ରୀ!-->…
Read More...
Read More...
ଓଡିଶାବାସୀଙ୍କୁ ଶାରଦୀୟ ଅଭିନନ୍ଦନ
ଶାନ୍ତିସେନା ପରିବାର ତରଫରୁ ଓଡିଶାବାସୀଙ୍କୁ ଶାରଦୀୟ ଅଭିନନ୍ଦନ l କରୋନା କାଳରେ ମା ଦୁର୍ଗା ସମସ୍ତଙ୍କୁ ସାହସ ଓ ଶକ୍ତି ଦିଅନ୍ତୁ l ସମସ୍ତଙ୍କୁ ନିରାମୟ ରଖିବା ସହ ଖୁବ ଶୀଘ୍ର ଏ ସଙ୍କଟ କାଳରୁ ମାନବ ଜାତିକୁ ଉଦ୍ଧାର କରନ୍ତୁ, ଏହା ହିଁ କାମନା l
Read More...
Read More...
ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରାଙ୍କ ‘ପ୍ରେମ ଫଲ୍ଗୁ’ ଉନ୍ମୋଚିତ
ଜଗତସିଂହପୁର : ଦଶହରା ଅବ୍ୟାବହିତ ପୂର୍ବରୁ ଜଗତସିଂହପୁର ସଦର ମହକୁମାରେ ଅବସ୍ଥିତ ସର୍ବ ପୁରାତନ ଓ ଜିଲ୍ଲାର ସର୍ବ ବୃହତ୍ତମ କଲେଜ ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ରୂପେ କାର୍ଯ୍ୟରତ ଅଧ୍ୟାପକ ପ୍ରଶାନ୍ତ କୁମାର!-->!-->!-->…
Read More...
Read More...
ବୁଢ଼ାପଡା ପଞ୍ଚାୟତ ବାସୀଙ୍କ କଥା ରଖିବେ ସରକାର ! ସମସ୍ୟାର ସମାଧାନ କରିବାକୁ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ନୋଟିସ
ଜଗତସିଂହପୁର: ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ବିରିଡି ବ୍ଳକ ବୁଢ଼ାପଡା ପଡା ଗ୍ରାମ ପଞ୍ଚାୟତ ପ୍ରାଥମିକ ବିଦ୍ୟାଳୟ ରେ ସରକାରୀ ନିଅମବଳି ଅନୁସାରେ କମ ପିଲା ହେତୁ ବୁଢ଼ାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ନିକଟ ପଂଚାୟତ ର ଆଜାଦହିନ୍ଦ ବିଦ୍ୟାଳୟ ସହିତ ମିଶ୍ରଣ କରିବାକୁ!-->!-->!-->…
Read More...
Read More...
କୁଳମଣି ଷଡ଼ଙ୍ଗୀଙ୍କ ଭ୍ରମଣ କାହାଣୀ ‘ଏମିଲିଆ ଫର୍ଣ୍ଣାଡେଜ’ ଉନ୍ମୋଚିତ
ଭୁବନେଶ୍ୱର : ଖଣ୍ଡପଡାର ଜଣେ ବରପୁତ୍ର, ନାବାର୍ଡର ଅବସରପ୍ରାପ୍ତ ମୂଖ୍ୟ ମହାପ୍ରବନ୍ଧକ ତଥା ସୁଲେଖକ ଶ୍ରୀଯୁକ୍ତ କୁଳମଣି ଷଡ଼ଙ୍ଗୀଙ୍କ ଷଷ୍ଠ ପୁସ୍ତକ "ଏମିଲିଆ ଫର୍ଣ୍ଣାଡେଜ"ଓଡ଼ିଶାର ବିଶିଷ୍ଟ ଲେଖକ ଶ୍ରୀଯୁକ୍ତ ଦାଶ୍ ବେନହୁରଙ୍କ କର କମଳରେ ୨୨, ଅକ୍ଟୋବର, ୨୦୨୦ରେ ଲୋକାର୍ପିତ ହୋଇଛି।
!-->!-->!-->…
Read More...
Read More...
ତିର୍ତ୍ତୋଲ ଉପ ନିର୍ବାଚନ : ବିଜେଡି କର୍ମୀ ସମ୍ମିଳନୀ
ତିର୍ତ୍ତୋଲ : ଆଜି ସନ୍ଧ୍ୟାରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମପଞ୍ଚାୟତର ୧୦୦ରୁ ଉର୍ଦ୍ଧ୍ୱ ବିଜେଡ଼ି କର୍ମୀ ଙ୍କୁ ନେଇ ଏକ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଆଗାମୀ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜୁ!-->…
Read More...
Read More...
ନବୀନଙ୍କ ମାଷ୍ଟର ଷ୍ଟ୍ରୋକ : ତିର୍ତ୍ତୋଲ ବିଜେଡି ଫାଟରେ ପଡ଼ିଲା ପ୍ୟାଚ !
ଜଗତସିଂହପୁର:ନାମାଙ୍କନପତ୍ର ଦାଖଲର ଗତକାଲି ଶେଷ ଦିନ ଥିବାବେଳେ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବହୁ ଦଳୀୟ କର୍ମୀଙ୍କ ସହ ବିଜୟ ଶଙ୍କର ଦାସ ଏକ ବିରାଟ ରାଲିରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ!-->!-->!-->!-->!-->…
Read More...
Read More...
ସାମାଜିକ ଗଣମାଧ୍ୟମର ପ୍ରଭାବ, ମାନସିକ ଭିନ୍ନକ୍ଷମ ଯୁବକକୁ ସୁସ୍ଥ କରି ନିଜ ଗାଁକୁ ପଠେଇଲେ ପାରାଦୀପର ସାମାଜିକ କର୍ମୀ
ପାରାଦୀପ/ ଅଠର ବାଙ୍କୀ (ସ୍ମୃତି ରଞ୍ଜନ ଜେନା ): ପାରାଦୀପ ନୂଆବଜ଼ାର ଅଞ୍ଚଳରେ ଜଣେ ମାନସିକ ଭିନ୍ନକ୍ଷମ ଯୁବକ କୁ ଖାଦ୍ୟ ପାନୀୟ ଯୋଗାଇ ଦେବା ସହ ତାର ପରିଚୟ ସଂଗ୍ରହ କରି ଫେସବୁକ ରେ ପୋଷ୍ଟ କରିଥିଲେ ,ପି ଟି ଆଇ ର ବରିଷ୍ଠ ସାମ୍ବାଦିକ ଶ୍ରୀ ଗଗନ ବିହାରୀ ସାହୁ ,ଏହି ପୋଷ୍ଟ କୁ ମୁଁ!-->!-->!-->…
Read More...
Read More...
ଆୟୁର୍ବେଦୀୟ ଟୀକାକରଣ କାର୍ଯ୍ୟକ୍ରମ
ପାରାଦ୍ୱୀପ(ଦୀପ୍ତି ରଞ୍ଜନ ଦାସ ) : ପବିତ୍ର ପୁଷ୍ୟାନକ୍ଷତ୍ର ଅବସରରେ ପାରାଦ୍ୱୀପ ଇଫକୋ ଛକ ନିକଟରେ ଥିବା ଜିଲ୍ଲାର ପ୍ରତିଷ୍ଠିତ ଦିଶା ଆୟୁର୍ବେଦୀୟ ଟୀକାକରଣ ସ୍ୱର୍ଣ୍ଣ ବିନ୍ଦୁ ପ୍ରାଶନ୍ନ ଦିଶା ଆୟୁର୍ବେଦର ମୁଖ୍ୟ ଡାକ୍ତର ଦେବଦତ୍ତ ସାମନ୍ତରାୟ ଓ ଡାକ୍ତର ପୁଷ୍ପଲତା ମହାନ୍ତଙ୍କ!-->…
Read More...
Read More...
ତିର୍ତ୍ତୋଲ ବ୍ଳକର ବିଭିନ୍ନ ପଞ୍ଚାୟତରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କରଙ୍କୁ ଜିତାଇବା ପାଇଁ ଜୋରଦାର ପ୍ରସ୍ତୁତି
ତିର୍ତ୍ତୋଲ : ତିର୍ତ୍ତୋଲ ବ୍ଲକ ଅଧୀନସ୍ତ ବିଜେଡି ତାର ପ୍ରାଥି ବିଜୟ ଶଙ୍କର ଦାସ ଙ୍କୁ ଜିତାଇବା ପାଇଁ ପ୍ରତି ପଞ୍ଚୟତ ସ୍ତରରେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ଜଗନ୍ନାଥପୁର ପଞ୍ଚାୟତର ସରପଞ୍ଚ ଙ୍କ ବାସଭବନ ଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ କର୍ମୀ ସମିଳନୀ ଆଜି ଅନୁଷ୍ଠିତ!-->!-->!-->…
Read More...
Read More...