ଚେନ୍ନାଇ ସୁପର୍ କିଙ୍ଗରେ ଓଡ଼ିଆ ପୁଅ ଶୁଭ୍ରାଂଶୁ

0 1,007

ଚେନ୍ନାଇ ସୁପର କିଙ୍ଗସ : ପୁରା ଟିମ୍

ଚେନ୍ନାଇ : ଆଇ ପି ଏଲ୍ ୨୦୨୨ରେ ଓଡ଼ିଆ ପୁଅ ଶୁଭ୍ରାଂଶୁ ସେନାପତି ଚେନ୍ନାଇ ସୁପର୍ କିଙ୍ଗରେ ସ୍ଥାନ ପାଇଛନ୍ତି।

ରଵିନ ଉଥପ୍ପା : ୨ କୋଟି, ଡ୍ୱେନ ବ୍ରାଭୋ :  ୪ କୋଟି ୪୦ ଲକ୍ଷ, ଅମ୍ବାତି ରାୟଡୁ :  ୬ କୋଟି ୭୫ ଲକ୍ଷ, ଦୀପକ ଚହର : ୧୪ କୋଟି, କେ.ଏମ ଆସିଫ : ୨୦ ଲକ୍ଷ, ତୁଷାର ଦେଶପାଣ୍ଡେ : ୨୦ ଲକ୍ଷ, ଶିଭମ ଦୁବେ : ୪ କୋଟି, ମହିଶ ତିକ୍ଷଣା :  ୭୦ ଲକ୍ଷ, ରାଜବର୍ଦ୍ଧନ ହଙ୍ଗରଗେକର : ୧ କୋଟି ୫୦ ଲକ୍ଷ, ସମରଜିତ୍ ସିଂ : ୨୦ ଲକ୍ଷ, ଡେଭନ କନୱେ : ୧ କୋଟି, ଡ୍ୱେନ ପ୍ରିଟୋରିୟସ : ୫୦ ଲକ୍ଷ, ମିସେଲ ସାଣ୍ଟନର :୧ କୋଟି ୯୦ ଲକ୍ଷ, ଏଡମ ମିଲନ : ୧ କୋଟି ୯୦ ଲକ୍ଷ, ଶୁଭ୍ରାଂଶୁ ସେନାପତି : ୨୦ ଲକ୍ଷ ଟଙ୍କା, ମୁକେଶ ଚୌଧୁରୀ : ୨୦ ଲକ୍ଷ, ପ୍ରଶାନ୍ତ ସୋଲାଙ୍କି : ୧.୨୦ କୋଟି, ସି. ହରି ନିଶାନ୍ତ :୨୦ ଲକ୍ଷ, ଏନ. ଜଗଦିଶନ : ୨୦ ଲକ୍ଷ, କ୍ରିସ୍ ଜୋର୍ଡାନ : ୩ କୋଟି ୬୦ ଲକ୍ଷ, କେ. ଭଗତ ବର୍ମା : ୨୦ ଲକ୍ଷ ।

Leave A Reply

Your email address will not be published.

seventeen − 3 =