Browsing Category
ସାହିତ୍ୟ
ଆଜିର ଜୀବନ କାଲିକି ନଥିବ
ରାମଜୀବନ ଗୋଚ୍ଛାୟତ
ଆଜିର ଜୀବନ କାଲିକି ନଥିବମନେ କିଆଁ ଏତେ ଗରବଅନ୍ୟଙ୍କୁ, କାହିଁକି ଯେ ହୀନ ମଣିବଡର, ଅନ୍ୟର ଯେ ଆହା ପଡିବ
ପଦବୀ ଅସ୍ଥାୟୀ, କ୍ଷମତା ଅସ୍ଥାୟୀଏଠି କିଛି ନୁହଁ ଚିରସ୍ଥାୟୀବୟସ ବଢିବ, ଉଦ୍ଧତାମି କମିବଦିନେ ନା ଦିନେ ଧରାଶାୟୀ ହେବ
ସବୁ ଅସ୍ଥାୟୀ ପୁଣି କିଆଁ ଏତେ…
Read More...
Read More...
କ୍ଷୀରୋଦ ଦାସଙ୍କ ଗଳ୍ପ ସଙ୍କଳନ ‘ଶୂନ୍ୟ ଉପତ୍ୟକା’ ଉନ୍ମୋଚିତ
ଭୁବନେଶ୍ୱର: ବିଶିଷ୍ଟ ଗାଳ୍ପିକ କ୍ଷୀରୋଦ ଦାସଙ୍କ ଗଳ୍ପ ସଙ୍କଳନ ‘ଶୂନ୍ୟ ଉପତ୍ୟକା’ ଉନ୍ମୋଚିତ ହୋଇଯାଇଛି । ସମ୍ବାଦ ଭବନ ପରିସରରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହାକୁ ଉନ୍ମୋଚିତ କରି ଓଡ଼ିଆ ଭାଷାର ବିଶିଷ୍ଟ ଲେଖକମାନେ ପରବର୍ତ୍ତୀ ପିଢ଼ିକୁ ସାହିତ୍ୟ ସର୍ଜନା ଦିଗରେ…
Read More...
Read More...
କୋରାପୁଟ ଡାଏରୀ
ପ୍ରତିଭା ଘୋଷ
କୋରାପୁଟରୁ ଫେରିବା ଦୁଇ ତିନି ଦିନ ହୋଇଗଲାଣି । ହେଲେ କାମରେ ମନ ଲାଗୁନି । ତୋ ଗାଁ ମାଟିର ସମ୍ମୋହନ କି ତୋ ପ୍ରତି ଆକର୍ଷଣ; ଏସବୁର ପ୍ରତିଫଳନ ସେଇଟା ଭାବୁଛି । ପାହାଡି ନିଶା ବୋଧେ ଘାରିଛି ବୋଲି ତୁ କହିପାରିବୁ… ।
କୋରାପୁଟର ବର୍ଷା ଯିଏ ଦେଖିଛି ସିଏ ତା’…
Read More...
Read More...
କୁଆଁରି ସ୍ବପ୍ନ
ରଶ୍ମି ସାମଲ
ସେ ରାତିର ସେହି ସ୍ବପ୍ନ ଅଛି
ହେଲେ ସ୍ୱପ୍ନରେ ନାହିଁ ମଧୁରତା
ସେହି ଓଠ ଅଛି ହେଲେ କଥା କହିବାର ନାହିଁ ଚଞ୍ଚଳତା।
ସେହି ପ୍ରଶ୍ନ ଅଛି କିନ୍ତୁ
ଉତ୍ତର ର ନାହିଁ ମାଦକତା
ସବୁ କିଛି ବଦଳି ଗଲା
ଯେବେଠୁ ଭୁଲିଗଲ ଠିକଣା
ରହିଲାନି ମନରେ ଆଉ ସରସତା।
ତୁମେ…
Read More...
Read More...
ସାହିତ୍ୟିକ ଶୁଭେନ୍ଦୁ ମୁଣ୍ଡଙ୍କ ପରଲୋକ
ଭୁବନେଶ୍ବର : ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ଶୁଭେନ୍ଦୁ ମୁଣ୍ଡଙ୍କର ମଇ ୨୮ ତାରିଖରେ ଭୁବନେଶ୍ବରଠାରେ ପରଲୋକ ଘଟିଯାଇଛି। ମୃତ୍ୟୁ ବେଳକୁ ତା’ଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ସେ ଏକାଧାରରେ ଜଣେ କବି, ଲେଖକ, ଅନୁବାଦକ ଓ ଶବ୍ଦକୋଷ ପ୍ରଣେତା ଥିଲେ। ସେ ମଧ୍ଯ ଥିଲେ ପ୍ରାୟ ୪୦ଗୋଟିରୁ ଅଧିକ…
Read More...
Read More...
‘ସାହିତ୍ୟ ସମ୍ପର୍କ ଯୋଡ଼େ ଓ ସମାଜ ଗଢ଼େ’
କୋଠଘର ସାହିତ୍ୟାନୁଷ୍ଠାନର ବାର୍ଷିକ ଉତ୍ସବ ଓ ପୁସ୍ତକ ଉନ୍ମୋଚନ -
ଭୁବନେଶ୍ୱର : ସାହିତ୍ୟ ସବୁବେଳେ ସମ୍ପର୍କ ଯୋଡ଼େ ଓ ସମାଜ ଗଢ଼େ । ବ୍ୟକ୍ତି ଓ ବିଶ୍ୱ ମଧ୍ୟରେ ଥିବା ସମ୍ପର୍କ ଭିତରେ ଅସଂଖ୍ୟ ଅନୁଭବକୁ ବ୍ୟକ୍ତ କରିଥାଏ ସାହିତ୍ୟ । ସମୟର ସ୍ନାୟୁରେ ଶବ୍ଦ ସଂରଚନା ପ୍ରତ୍ୟେକ…
Read More...
Read More...
ଏୟାରପୋର୍ଟର ଚୌକି…
ଶବନମ ଆଦେନୀ
ଖାଲି ଚୌକି ପାଖରେ ଜୀବନ ଯାତ୍ରାର ଅନେକ କାହାଣୀ କେତେ ଆସନ୍ତି, ଆରାମ କରନ୍ତି ପୁଣି ଚାଲି ଯାଆନ୍ତି.. ଅଲୋଡା କରି… କେଜାଣି କେତେ କଥା ଶୁଣିଚି, କେତେ ବ୍ଯଥାକୁ ଜାଣିଛି… କେବେ ଥକି ଯାଇଥିବା ମଣିଷକୁ ନିଦ ଦେଇଛି ତ! କେବେ ନୂଆ ସଂସାରର ସ୍ବପ୍ନ ଦେଖା ଆଖିର ନିଦ ହଜେଇଛି…
Read More...
Read More...
ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଶାନ୍ତନୁ ଆଚାର୍ଯ୍ୟଙ୍କ ଦ୍ୱାରା ‘ ଚାରୁ ଚିତ୍ରପଟ ‘ ଉନ୍ମୋଚିତ
ଭୁବନେଶ୍ୱର: ନୂଆ ବର୍ଷ ପୂର୍ବରୁ ଜଗତସିଂହପୁର ସଦର ମହକୁମାରେ ଅବସ୍ଥିତ ସର୍ବ ପୁରାତନ ଓ ଜିଲ୍ଲାର ସର୍ବ ବୃହତ୍ତମ କଲେଜ ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ରୂପେ କାର୍ଯ୍ୟରତ ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରାଙ୍କ…
Read More...
Read More...
ପୁସ୍ତକ ସମୀକ୍ଷ।: କବି ସାରଦା ପ୍ରସାଦ ଆଚାର୍ଯ୍ୟଙ୍କ ‘ମୋ ପୃଥିବୀ’
ମୋ ପୃଥିବୀ
କବି: ସାରଦା ପ୍ରସାଦ ଆଚାର୍ଯ୍ୟ
ପ୍ରକାଶକ: ତୀର ତରଙ୍ଗ, ଭୁବନେଶ୍ୱର
ମୂଲ୍ୟ: ୧୨୦ଟଙ୍କା, ପୃଷ୍ଠା: ୧୩୧
କବି ସାରଦା ପ୍ରସାଦ ଆଚାର୍ଯ୍ୟଙ୍କ ସ୍ମୃତି ଓ ଶ୍ରୁତିର କଢ଼ ସବୁ ପ୍ରସ୍ଫୁଟିତ ହୋଇଉଠିଛି ‘ମୋ ପୃଥିବୀ’ କବିତା ସଙ୍କଳନରେ । ସାଧାରଣ ମଣିଷର ଦୈନନ୍ଦିନ ଜୀବନର ସଂର୍ଘଷର…
Read More...
Read More...