‘ରେଡ -ଇ -ପାଠଶାଳା’ ତରଫରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

0 800

ଭୁବନେଶ୍ୱର : ରେଡ ଇ ପାଠଶାଳା ତରଫରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି l ସଲିଆସାହି ସ୍ଥିତ ଆଦିବାସୀ ଗାଁ ପ୍ରାଇମେରୀ ସ୍କୁଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ଲାଷ୍ଟିକ ବିରୋଧୀ ସଚେତନତା ସୃଷ୍ଟି କରାଯାଇଥିଲା l ଏହି ଅବସରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ସ୍କୁଲର ଛୋଟ ପିଲାମାନଙ୍କୁ କାଗଜ ବ୍ୟାଗ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ପ୍ରିୟବତ ତ୍ରିପାଠୀ, ହିମାଦ୍ରୀ ଶେଖର ସ୍ୱାଇଁ ଓ ଧରିତ୍ରୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ l

Leave A Reply

Your email address will not be published.

20 + sixteen =