ଜଗତସିଂହପୁର ଜିଲ୍ଲାକୁ ଛୁଇଁଲା କୋରନା : ଏକାଥରେ ୪ ଆକ୍ରାନ୍ତ ଚିହ୍ନଟ

0 719

ଜଗତସିଂହପୁର : ଶେଷରେ ଜଗତସିଂହପୁର ଜିଲ୍ଲାକୁ ଛୁଇଁଲା କୋରନା । ନାଉଗାଁରୁ ଏକାଥରେ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତେ ସୁରଟ ଫେରନ୍ତା ବୋଲି ଜଣାଯାଇଛି l ଏମାନେ କ୍ୱାରେଣ୍ଟାଇନରେ ଥିଲେ l ଏଥିସହ ଯାଜପୁର ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି l ରାଜ୍ଯରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 185 କୁ ବୃଦ୍ଧି ପାଇଛି l

Leave A Reply

Your email address will not be published.

thirteen + 13 =