ପାରାଦୀପ(ଦୀପ୍ତି ରଞ୍ଜନ ଦାସ) : ପାରାଦୀପ ଅଞ୍ଚଳର ଯୁବ ସମାଜସେବୀ ସଚିତ୍ର କୁମାର ରାଉତ (ସ୍ମ।ଇଲ ଚାରିଟେଵଲ ଟ୍ରଷ୍ଟ) ର ସଭାପତି ଙ୍କୁ ଏକ ସମ୍ମ୍ନ।ନସ୍ପଦ୍ ,ରାଷ୍ଟ୍ରୀୟ ସମାଜ ସେବା ରତ୍ନ – ୨୦୨୧” ପୁରସ୍କାର ପାଇବା ପାଇଁ ଯୋଗ୍ୟବିବେଚିତ କରାଯାଇଛି, ବର୍ତ୍ତମାନ ଶ୍ରୀଯୁକ୍ତ ରାଉତ ଭାରତର ବିଶିଷ୍ଟ ସାର କାରଖାନା(ପାରାଦ୍ୱୀପ ଫସ୍ଫେଟସ ରେ କର୍ମ ନିଜୁକ୍ତ,ଏହି ବିଶିଷ୍ଟ ପୁରସ୍କାର,ତାଙ୍କର ଅକ୍ଲାନ୍ତ ମାନବ ସେବା ଯଥା ,ଏହି କରୋନା ମହମାରି ସମୟରେ ପାର।ଦିପ ଅଂଚଳରେ ପୀଡିତ ଗରିବ,ରୁଗ୍ଣ ଏବଂ ବିକଳାଙ୍ଗଙ୍କୁ ଖାଦ୍ୟ, ବସ୍ତ୍ର, ମେଡିସିନ, ତଥା ସାନିଟାଇଜର୍ ବିତରଣ କରି ସେମାନଙ୍କୁ ସାହାଯ୍ୟ କରିଥିଲେ,ଏବଂ ଏହା ପାରାଦୀପ ବାସିନ୍ଦାଙ୍କ ପାଇଁ ଗର୍ବର୍ ବିଷୟ।ଏହି ସାମାଜିକ କାର୍ଯ୍ୟ ତାଙ୍କର ସର୍ବଦା ଜାରି ରହିବl ଏଥି ପାଇଁ ପାରାଦ୍ଵୀପ ବାସି ଗର୍ବିତ ଏବଂ ଉକ୍ତ ପୁରସ୍କାର ଅନ୍ତର୍ଜ।ତୀୟ ମାନବାଧିକାର ସଂଘଠନ୍, ନୂଆଦିଲ୍ଲୀ ତରଫରୁ ଚଳିତ ମାସରେ ଅର୍ପଣ କରାଯିବା