ମାଟି କଳସ ତିଆରି କଲେ ସାଂସଦ ଅପରାଜିତା

0 327

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ, ରାଷ୍ଟ୍ରୀୟ ପ୍ରବକ୍ତା ଏବଂ ଆନ୍ତର୍ଜାତୀୟ IPU କାର୍ଯ୍ୟବାହୀ ସଦସ୍ୟ ଅପରାଜିତା ଷଡ଼ଙ୍ଗୀ ମହୋଦୟା ଆଜି ଜୟଦେବ ନିର୍ବାଚନ ମଣ୍ଡଳୀ ଜନ ସମ୍ପର୍କ ସମୟରେ କୁମ୍ଭାର ପରିବାର ସହ ମାଟି କଳସ ତିଆରି କଲେ l

ଏହି ଅବସରରେ ଆବାହମାନ କାଳରୁ ଚାଲି ଆସିଥିବା ଏହି କୁଳ ବେଉସା ବିଷୟରେ ବିଭିନ୍ନ ଭଲ ମନ୍ଦ ଆଲୋଚନା କରି ସୁଖ ଦୁଃଖ ହୋଇଥିଲେ l

କୁମ୍ଭାର ପରିବାର ସହ ଅପରାଜିତା

Leave A Reply

Your email address will not be published.

10 + eighteen =